ଅଫଲାଇନ ହୋଇ ଦେଖିପାରିବେ ୟୁଟ୍ୟୁବରେ ଭିଡିଓ ! ଜାଣନ୍ତୁ କିପରି ?

51

ୟୁଟ୍ୟୁବରେ ଆପଣ ଅଫଲାଇନ ହୋଇ ମଧ୍ୟ ଭିଡିଓ ଦେଖିପାରିବେ । ଏହା କେବଳ ସ୍ମାର୍ଟଫୋନରେ ସମ୍ଭବ ହୋଇ ପାରିବ । ଯଦି ଆପଣ ବି ଦିନସାରା ୟୁଟ୍ୟୁବରେ ଭିଡିଓ ଦେଖି ବହୁତ ଡାଟା ଖର୍ଚ୍ଚ କରୁଛନ୍ତି ତେବେ ଏହି ଖବର ଶୁଣି ଆପଣ ଖୁସି ହେବେ । ଅଫଲାଇନ ଭିଡିଓ ଦେଖିବା ପାଇଁ ଆପଣଙ୍କୁ ନିଜର ମନପସନ୍ଦରର ଭିଡିଓକୁ ସେଭ କରିବାକୁ ପଡିବ ।

ନିକଟରେ ୟୁଟ୍ୟୁବ ନିଜ ପଲିସିକୁ ବଦଳାଇଛି । ଏବେ ଯେକୌଣସି ଭିଡିଓରେ ୧୦,୦୦୦ ଭିଉ ଆସବା ପରେ ହି ୟୁଟ୍ୟୁବରେ ଆପଣ ଟଙ୍କା ରୋଜଗାର କରିପାରିବେ ।

– ପ୍ରଥମେ ସ୍ମାର୍ଟଫୋନରେ ୟୁଟ୍ୟୁବି ଆପକୁ ଇନଷ୍ଟଲ କରନ୍ତୁ ।

– ଏବେ ଆପକୁ ଯାଇ ଯେଉଁ ଭିଡିଓ ଆପଣ ଦେଖିବା ପାଇଁ ଚାହୁଁଛନ୍ତି ତାକୁ ଖୋଲନ୍ତୁ । ଆପଣଙ୍କୁ ସେବାର ଅପ୍ସନ ଦେଖାଦେବ । କିନ୍ତୁ ଏହାସବୁ ଭିଡିଓ ପାଇଁ ନୁହଁ ।

-ଭିଡିଓ ସେଭ କରିବା ପରେ ଆପଣ ଯେତେବେଳ ଇଚ୍ଛା ଏହାକୁ ଅଫଲାଇନ ଦେକଇପାରେିବ । ଏଥିପାଇଁ ଆପଣଙ୍କୁ ଇଂଟନେଟର ଦରକାର ପଡିବ ନରାହିଁ ।

-ଅଫଲାଇନ ଭିଡିଓ ଦେଖିବା ପାଇଁ ଆପଣ ୟୁଟ୍ୟୁବ ଆପକୁ ଯାଇ ଫ୍ରୋଫାଇଲକୁ ଯାଆନ୍ତୁ । ଆପଣଙ୍କ ଅଫଲାଇନ ଭିଡିଓର ସେବା ମିଳିବ । ଏବେ ଆପଣ ଏହି ଭିଡିଓକୁୁ ଅଫଲାଇନ ଦେଖିପାରିବେ ।