ଶୋଇବା ପୂର୍ବରୁ ପାଣି ପିଇଲେ କ’ଣ ଲାଭ ମିଳେ, ଜାଣନ୍ତୁ ?

75

ପାଣି ଆମ ଜୀବନ ପାଇଁ ସବୁଠାରୁ ଜରୁରୀ । ଜଣେ ମଣିଷ ନଖାଇ ୪୦ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ କିନ୍ତୁ ବିନା ପାଣଇରେ ଦୁଇ ଦିନ ଜୀବନ ବିତାଇବା ବହୁତ କଷ୍ଟ । ବହୁତ ଲୋକ ଦିନରେ ଯେତିକି ପାଣି ପିଅନ୍ତି, ଯେତେ ତାଙ୍କ ଶରୀର ପାଇଁ ଜରୁରୀ । ଏଥିପାଇଁ ଆଜି ଆମେ ଜାଣିବା ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳେ ।

– ଦିନରେ ଆମ ଶରୀର କ୍ରିୟାଶୀଳ ଥିବା ଯୋଗୁଁ ପାଣି ନଷ୍ଟ ହେଉଥାଏ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପାଣି ପିିଇଲେ ନଷ୍ଟ ହୋଇଥିବା ତରଳ ପଦାର୍ଥ ପୁଣି ଫେରିଆସେ । ଏପରି କରିବା ଦ୍ୱ।।ରା ପର ଦିନ ମଧ୍ୟ ଆମ ଶରୀରର କ୍ରିିୟାଶୀଳ ହୋଇଥାଏ ।

– ପାଣି ଶରୀରର କ୍ୟାଲୋରୀକୁ ପ୍ରାକୃତିକ ଉପାୟରେ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ଥଣ୍ଡା ପାଣି ପଇିବେ ତେବେ ଆପଣଙ୍କ ଶରୀର କ୍ୟାଲୋରୀକୁ କମ୍ କରିବାରେ କଠିିନ ହେବ । ଯାହାଦ୍ୱାରା ଶରୀରରରେ ଅଧିକ ମାତ୍ରାରେ କ୍ୟାଲୋରୀ ନଷ୍ଟ ହୋଇଥାଏ ।

– ଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ ଓ ମିନେରାଲ୍ସ ନିୟନ୍ତ୍ରିତ ହୋଇଥାଏ ।

– ରାତିରେ ଯେଉଁମାନେ ଶୋଇବା ପୂର୍ବରୂ ପାଣି ପିଅନ୍ତି ତାଙ୍କର ନିଦ ଭଲ ହେବା ସହ ବିଷାଦ ଦୂର ହୁଏ ।

– ଆୟୁର୍ବେଦ ଅନୁସାରେ ଯେତେବେଳେ ଆମେ ଶୋଇବା ର୍ପୂରୁ ପାଣି ପିଅନ୍ତି, ଆମ ଶରୀର ଭିତରୁ ନୁଆ କୋଷର ନିର୍ମଣା ହୁଏ ଓ ମାଂସପେଶୀକୁ ମଜଭୁତ କରିବାରେ ସାହଯ୍ୟ କରେ ।