ଗୋରାସାହେବଙ୍କ କାଳିଆ ପ୍ରୀତି

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଗୋରା ସାହେବଙ୍କ କାଳିଆ ପ୍ରୀତି । ଆଜି ବଡଦାଣ୍ଡରେ ଲାଗିଛି ବିବିଧବର୍ଣ୍ଣରସେବା । ତେବେ ଭିଡ ଭିତରେ ଜଣେ ବିଦେଶୀ ଭକ୍ତ ଲାଗି ପଡିଛନ୍ତି ମହାପ୍ରଭୁଙ୍କ ସେବାରେ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭକ୍ତଙ୍କୁ ମାଗଣାରେ ବାଂଟୁଛନ୍ତି ବିଭିନ୍ନ ପ୍ରକାର ବହି । ଆଉ ଏହି ସେବା ଜରିଆରେ ଭାବର ଠାକୁରଙ୍କ ପାଇଁ ଭାବପ୍ରବଣ ହୋଇ ପଡିଛନ୍ତି ସେ । ଦେଖନ୍ତୁ ଏହି ଭିଡିଓ ରେ……