କେନ୍ଦ୍ରାପଡା : ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

32

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସ୍ପିଟାଲ ପରିସରରେ ଥିବା ବିଦ୍ୟୁତ ଟ୍ରନ୍ସଫର୍ମରରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଜେନେରେଟରଟି ଜଳିଯାଇଛି । ନିଆଁକୁ ଆୟତ କରିବା ପାଇଁ ଦମକାଳ ବାହିନୀକୁ ନିୟୋଜିତ କରାଯାଇଛି । ତେବେ ଏଯାଏ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –