ରିଲିଜ ହେଲା ଫିଲ୍ମ ‘ଶିବାୟ’ର ଟାଇଟଲ ଟ୍ରାକ୍ : ବୋଲ ହର୍ ହର୍ ହର୍

44

ଅଜୟ ଦେବଗନଙ୍କ ନିର୍ଦେଶନାରେ ତିଆରି ଫିଲ୍ମ ‘ଶିବାୟ’ର ଟ୍ରେଲର ରିଲିଜ ପରେ,ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ଏହି ଗୀତର ମୁଖଡା ହେଉଛି ‘ବୋଲ ହର୍ ହର୍ ହର୍ ’। ଏହି ଗୀତକୁ ସଂଗୀତରେ ସଜାଇଛନ୍ତି ମିଥୁନ୍ । ସୁଖବିନ୍ଦର ସିଂ, ମୋହିତ୍ ଚୈାହାନ୍, ମେଘା ଶ୍ରୀରାମ୍ ପ୍ରମୁଖ ଏହି ଗୀତଟିକୁ ଗାଇଛନ୍ତି ।

ସବୁଠାରୁ ମଜା କଥା ହେଲା ଏହି ଗୀତକୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଯାହା ରେଗୁଲାର ଗୀତଠାରୁ ପୂରା ଅଲଗା।

ଏହି ଗୀତର ମଜା ନିଅନ୍ତୁ ଏହି ଭିଡିଓରୁ –