ରିଲିଜ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ’ର ଟ୍ରେଲର

44

ରିଲିଜ ହୋଇଯାଇଛି ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ’ ଫିଲ୍ମର ଟ୍ରେଲର । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ,ରଣବୀର କପୁର ,ଫୱାଦ ଖାନ ଅଭିନୀତ ଏହି ଫିଲ୍ମଟି ୨୮ ଅକ୍ଟୋବରକୁ ରିଲିଜ ହେବାକୁ ଯାଉଛି । ନିର୍ଦେଶକ କରଣ ଜୋହର ଟ୍ୱୁଟି କରି କହିଛନ୍ତି ପ୍ୟାର , ଦୋସ୍ତି ଭରା ଏହି ଫିଲ୍ମ ନିଶ୍ଚୟ ସମସ୍ତଙ୍କ ମନକୁ ଛୁଇଁବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –