ବିଜେଡିର ‘ଡାକ ପିଅନ’ ‘ଉପାଧି’କୁ ଗ୍ରହଣ କଲେ ଧର୍ମେନ୍ଦ୍ର

48

ସମ୍ବଲପୁରର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ଡାକ ପିଅନ୍ ଉପାଖ୍ୟାନ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ଖେଳାଇ କେନ୍ଦ୍ରକୁ ନିଜଆଡୁ ଚିଠି ଲେଖୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଡାକ ପିଅନ କହିଥିଲେ ବିଜେଡି ନେତା । ଆଜି ଏହାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ୪ କୋଟି ଓଡିଶାବାସୀଙ୍କ ପାଇଁ ଡାକ ପିଅନ ହେବାକୁ ସେ ପ୍ରସ୍ତୁତ । ଏହା ସହ ଏପରି ନାଁ ଦେଇ ଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର  ।

ଏହା ସହ ପଳାତକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା