ସିସୋର୍ ଓ ଏଟି ଲିଙ୍କରେ ସିବିଆଇରେ ହାଜର ହେଲେ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ପିଏ ଦିଲ୍ଲୀପ ମିଶ୍ର

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର୍ ଓ ଏଟି ଲିଙ୍କରେ ସିବିଆଇରେ ହାଜର ହେଲେ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ପିଏ ଦିଲ୍ଲୀପ ମିଶ୍ର । ତେବେ ସିବିଆଇରୁ ବାହାରି ନିଜର ପ୍ରତିକ୍ରିୟା ରଖିଛନ୍ତି  ଦିଲ୍ଲୀପ । କହିଛନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ତାଙ୍କୁ ଫସାଇଛନ୍ତି । ଆଉ ପ୍ରଭାତଙ୍କ ଅଭିଯୋଗ ଆଧାରରେ ସିବିଆଇ ତାଙ୍କୁ ଡାକିଛି । ତେବେ ଏଟି ଓ ସିସୋର ସହ ତାଙ୍କର କୌଣସି ସଂପର୍କ ନଥିବା କହିଛନ୍ତି ଦିଲ୍ଲୀପ ।