ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାସଭବନରେ ହାଇଭୋଲଟେଜ୍ ଡ୍ରାମା! ଝିଆରୀ ଦୀପା ଜୟକୁମାରଙ୍କ ଜୟାଙ୍କ ବଂଗଳାରେ ପ୍ରବେଶ କରିବାକୁ ଉଦ୍ୟମ

31

କନକ ବ୍ୟୁରୋ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜର ଡ୍ରାମା । ଜୟଲଳୀତାଙ୍କ ଝିଆରୀ ଦୀପା ଜୟକୁମାର ଜୟାଙ୍କ ପୋଏସ୍ ଗାର୍ଡେନ ସ୍ଥିତ ବଂଗଳାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେବେ ଦୀପାଙ୍କ ଅଭିଯୋଗ ରହିଛି କି, ଏଆଇଡିଏମକେର ସାଧାରଣ ସଂପାଦକ ଦିନାକରନଙ୍କ ସମର୍ଥକ ତାଙ୍କୁ ବଂଗଳାରେ ପଶିବାକୁ ଦେଇନଥିଲେ ଏବଂ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି ।