ସମ୍ ନିଅାଁ ପରେ ପାଉଁଶରୁ ସ୍ମୃତି ଖୋଜୁଛନ୍ତି ମୃତକଙ୍କ ସଂପର୍କୀୟ

30

କନକ ବ୍ୟୁରୋ : ଦେହ ଅସୁସ୍ଥ ହେଲେ ସମସ୍ତେ ଧାଇଁଆସନ୍ତି ଡାକ୍ତରଖାନା । ଆଶାଥାଏ ଏଇଠି ସେ ଭଲ ହୋଇଯିବ ଓ ଘରକୁ ପୁଣିଥରେ ଫେରିଯିବ । କିନ୍ତୁ ମନୁଷ୍ୟକୃତ ହେଉ ବା ପ୍ରକୃତିଗତ ହେଉ ଡାକ୍ତରଖାନାରେ ଯଦି ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ହୁଏ ତେବେ କଥା ସରିଲା । ସମରେ ଘଟିଥିବା ଅଗ୍ନିକାଣ୍ଡକୁ ଦେଖିଲେ ଏ କଥା ସ୍ପଷ୍ଟ ହୋଇଯାଏ ଯେ ଜୀବନ ବଂଚାଇବା ସ୍ଥାନ ପାଲଟିଯାଇଛି ଏବେ ମୃତ୍ୟୁର ଠିକଣା ।

ଦେଖିବା ଏମିତି କିଛି ଜୀବନହରାଙ୍କ କାହାଣୀ ଯେଉଁମାନେ ସୁସ୍ଥ ହେବାର ଆଶା ନେଇଯାଇଥିଲେ କିନ୍ତୁ ତାଙ୍କ ଆଶା ଆଶାରେ ହିଁ ରହିଗଲା । ଦେଖନ୍ତୁ ଏହି ଭିଡିଓ –