କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ କେନ୍ଦ୍ରକରି ବିବାଦ ଆହୁରି ତିବ୍ର ହୋଇଛି । ଗୋଟିଏ ପଟେ ଆଜି ଜିଲ୍ଲାପାଳ ଛୁଟିରେ ଯାଉଥିବାବେଳେ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା । ଅମଲାଙ୍କ ଦାବିକୁ ସମର୍ଥନ କରି ଆଜି କଲମ ଛାଡ ଆନ୍ଦୋଳନ କରିବ ବୋଲି କହିଛି ରାଜ୍ୟ ରାଜସ୍ୱ ଅମଲା ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –