ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ବିଗ୍ ବି!

24

ପୁରା ଦେଶରେ ଆଜି ୬୮ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯାଉଛି । ଭାରତୀୟମାନେ ଏଇ ମହାନ ପର୍ବକୁ ଗର୍ବ ସହକାରେ କରୁଛନ୍ତି ପାଳନ । ଏମିତିରେ ବଲିଉଡ ଜଗତ କିପରି ପଛରେ ରହିବ, ଏଇ ଉତ୍ସବ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟରରେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।