ନୋଟବନ୍ଦର ୫୦ଦିନ ପୁରିବାକୁ ରହିଲା ଆଉ ୨ଦିନ : ଦୃଷ୍ଟିହୀନଙ୍କୁ ନୂଆ ନୋଟ, ନୂଆ ଅଡୁଆ

35

କନକ ବ୍ୟୁରୋ : କଳାଧନକୁ ରୋକିବା ପାଇଁ ମୋଦି ସରକାର ଘୋଷଣା କଲେ ବିମୁଦ୍ରାକରଣ ବ୍ୟବସ୍ଥା । ନୁଆ ନୋଟ ପ୍ରଚଳନ ସାଂଗକୁ ପୁରୁଣା ନୋଟକୁ କରାଗଲା ବ୍ୟାନ୍ । ଆଉ ଏହାରି ଭିତରେ ଦୃଷ୍ଟିହୀନମାନେ କେଉଁସବୁ ଅସୁବିଧାର ସମ୍ମୁଖୀନ ହେବେ ତାହା ବୋଧେ ସରକାର ଭୁଲିଗଲେ । ଆଉ ମୋଦିଙ୍କ ବିମୁଦ୍ରାକରଣ ପ୍ରତିଶ୍ରୁତିକୁ ୨ ଦିନ ବାକିଥିବାବେଳେ ଦିବ୍ୟାଂଗମାନଙ୍କ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ।

ଦେଖନ୍ତୁ ଏହି ଭିଡିଓ –