ଓଡିଆ ବୋହୂଙ୍କୁ ସ୍ତ୍ରୀ ବଦଳ ପାଇଁ ଚାପ ପକାଉଥିଲେ ସ୍ୱାମୀ

23

ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ପୁଅ ସବ୍ୟସାଚୀଙ୍କ ନାଁରେ ମହିଳା ଥାନରେ ଅଭିଯୋଗ କରିଛନ୍ତି ବୋହୂ ଲୋପାମୁଦ୍ରା ମିଶ୍ର । ୱାଇଫ୍ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଲୋପାମୁଦ୍ରା । ବିବାହପର ଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ତେବେ ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ତାଙ୍କ ପୁଅଙ୍କୁ ଅପହରଣ କରିବା ପାଇଁ ମଧ୍ୟ ଧମକ ମିଳୁଛି ବୋଲି କହିଛନ୍ତି ଲୋପାମୁଦ୍ରା । ଆଭିଜାତ୍ୟର ଏରୁଣ୍ଡି ଡେଇଁଥିବା ଏହି ନିର୍ଯ୍ୟାତନାର କାହାଣୀ ଶୁଣନ୍ତୁ ଲୋପାମୁଦ୍ରା ମିଶ୍ରଙ୍କ ମୁହଁରୁ ବିଗ୍ ଡିବେଟର ଏହି ଏପିସୋଡରେ : –