ଭାରତ,ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଉଚିତ୍ କି?

0

ସର୍ଜିକାଲ ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନର ସଂପର୍କରେ ତିକ୍ତତା ଆସିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଚାଲିଛି । ପ୍ରକୃତରେ ଆତଙ୍କବାଦର ବିଲୋପ ପାଇଁ ଯୁଦ୍ଧ ହିଁ ଏକମାତ୍ର ଭରସା କି? ଭାରତ ପ୍ରକୃତରେ ଯୁଦ୍ଧ କରିବା ଉଚିତ କି, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍

Comments are closed.