ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା “ବାହୁବଲି- ଦ କନକ୍ଲୁଜନ’ର ଟିଜର !

2

ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା “ବାହୁବଲି- ଦ କନକ୍ଲୁଜନ‘ର ଟିଜର । ରିଲିଜ୍ ହୋଇଛି ୧୨ ସେକେଣ୍ଡର ଭିଡିଓ । ଏଥିରେ ସିନେମାର ମୁଖ୍ୟ ନାୟକ ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ଗୁରୁବାର ୪ ଟି ଭାଷାରେ ସିନେମାର ଟ୍ରେଲର ରିଲିଜ୍ ହେବ । ଆସନ୍ତା ଏପ୍ରିଲ ୨୮ ତାରିଖରେ ରିଲିଜ୍ ହେବ ସିନେମା ।

Comments are closed.