କନକ ବ୍ୟୁରୋ : ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜାମୁ କାଶ୍ମୀରର ପୁଂଚ୍ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପୁଂଚ ସେକ୍ଟରର ଅନେକ ସ୍ଥାନରେ ପାକ୍ ସେନା ପକ୍ଷରୁ ଭାରତ ଆଡକୁ ଗୁଳି ଓ ରକେଟ୍ ଲଂଚର ମାଡ କରାଯାଇଛି । ଏଥିରେ ପୁଂଚର ଅନେକ ସ୍ଥାନରେ କୋଠା ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଭାରତ ଏହାର ଦୃଢ ଜବାବ ଦେଇଛି ।
ଜାମୁ-କାଶ୍ମୀରର ପୁଂଚ୍ ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ !
/kanak/media/post_attachments/wp-content/uploads/2017/03/vlcsnap-2017-03-14-08h04m20s993.png)