ଆସନ୍ତା ୧୬ ତାରିଖରେ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ ! ଅପରାହ୍ନ ୩ଟାରେ ସମୟ ଧାର୍ଯ୍ୟ କଲେ ରାଜ୍ୟପାଳ

15

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ହେବ ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ । ଅପରାହ୍ନ ୩ଟାରେ ବାଚସ୍ପତି ନିର୍ବାଚନ ହେବ । ନିର୍ବାଚନ ନେଇ ସମୟ ଧାର୍ଯ୍ୟ କରିଛନ୍ତ ରାଜ୍ୟପାଳ ଏସସି ଜମିର । ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ବାଚସ୍ପତି ପଦବୀ ଖାଲି ପଡିଛି ।