ରୋଗୀ ମୃତ୍ୟୁକୁ ନେଇ ଉତେଜନା : ଚିକିତ୍ସା ଅବହେଳା ଅଭିଯୋଗରେ ନର୍ସିଂହୋମରେ ପରିବାର ଲୋକଙ୍କ ଭଙ୍ଗାରୁଜା

49

କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ଉତେଜନା । ଚିକିତ୍ସା ଅବହେଳା ଅଭିଯୋଗରେ ଅନୁଗୁଳରେ ଚନ୍ଦନ ନର୍ସିଂହୋମରେ ଭଙ୍ଗାରୁଜା ହୋଇଛି । ଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆନଯିବାରୁ ରୋଗୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ମୃତକଙ୍କ ସମ୍ପର୍କୀୟ ଲୋକ ତାତି ଉଠିଛନ୍ତି । କ୍ଷତିପୂରଣ ଦାବିରେ ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି  ଉତ୍ୟକ୍ତ ଲୋକ । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –