ବାଲେଶ୍ୱରରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ! ୨ ଗିରଫ

30

କନକ ବ୍ୟୁରୋ : ବାଲେଶ୍ୱରରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ । ଏହାସହ ବ୍ରାଉନ ସୁଗାର ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଳେଶ୍ୱର ଝାଡେଶ୍ୱର ଗ୍ୟାରେଜ ବଜାରରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ପ୍ରଭାତ ଖୁଂଟିଆ ଓ ପ୍ରଫୁଲ୍ଲ ରାଉତ । ଝାଡେଶ୍ୱରରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ଖବର ପାଇ ଛାନଭିନ୍ କରିଛି ଅବକାରୀ ବିଭାଗ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –