ବଲିଉଡ ଅଭିନେତ୍ରୀ ଏମୀ ଜ୍ୟାକସନଙ୍କ ଫୋନ ହେଲା ହ୍ୟାକ୍ ! ବ୍ୟକ୍ତିଗତ ଫଟୋ ଇଂଟରନେଟରେ ଭାଇରାଲ୍

29

ବଲିଉଡ ଅଭିନେତ୍ରୀ ଏମୀ ଜ୍ୟାକସନଙ୍କ ଫୋନ ହ୍ୟାକ ହେବା ସହ ତାଙ୍କର ବ୍ୟକ୍ତିଗତ ଫଟୋକୁ ଇଂଟନନେଟରେ ଲିକ୍ କରିଦିଆ ଯାଇଛି । ସୂଚନାରୁ ଜଣାପଡିଛି ମୋବାଇଲ ଷ୍ଟୋରରେ ତାଙ୍କ ଫୋନ ହ୍ୟାକ ହୋଇଛି । ଏପରିସ୍ଥଳେ ଫୋନ ହ୍ୟାକ ହେବା ପରେ ତାଙ୍କୁ ଝଟକା ଲାଗିଥିଲା ବୋଲି ପ୍ରକାଶ କରିଛନ୍ତି ଏମୀ । ଏହାସହ ଏହି ମାମଲାକୁ ଗମ୍ଭୀରତା ସହ ନେବାକୁ ସେ ଦାବି କରିଛନ୍ତି । ଏମୀ ଏହି ମାମଲା ନେଇ ଲଣ୍ଡନର ସାଇବର ସେଲରେ ଏକ କେଶ ଦାଏର କରିଛନ୍ତି ।