Daily Archives

January 14, 2020

କ୍ରିକେଟରୁ ଅବସର ନେଇଥିଲେ, ଏବେ ବିଶ୍ୱକପ ଖେଳିବାକୁ ସଂକେତ ଦେଲେ । ପୁଣି କ୍ରିକେଟପ୍ରେମୀ ଦେଖିବେ ଡିଭିଲିୟର୍ସଙ୍କ…

ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟରେ ଦେଖିବାକୁ ମିଳିପାରେ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ବିଶ୍ୱକପ ଟି-୨୦ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଡିଭିଲିୟର୍ସ । କ୍ରିକେଟରୁ…

ବିରାଟ ବାହିନୀକୁ ବଡ଼ ପରାଜୟ ଦେଲା ଭ୍ରମଣକାରୀ କଙ୍ଗାରୁ ଦଳ, ୨୫୫ ରନର ବିଜୟ ଲକ୍ଷକୁ ବିନା ୱିକେଟ ହରାଇ ହାତେଇଲା…

କନକ ବ୍ୟୁରୋ: ମୁମ୍ବାଇରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ବିରାଟ ବାହିନୀକୁ ବଡ଼ ପରାଜୟ ଦେଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ୫୦ ଓଭରରେ ଭାରତ ଛିଡ଼ା କରିଥିବା ୨୫୫ ରନ୍ ର ବିଜୟ ଲକ୍ଷକୁ ୩୭.୪ ଓଭରରେ ବିନା ୱିକେଟ…

ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍ । ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ମକର ସଂକ୍ରାନ୍ତି ପାଇଁ ବୁଧବାର ସମସ୍ତ…

ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନୀ ବିଗୁଲ୍: ଦିଲ୍ଲୀ ଗାଦିରେ ପୁଣି ବସିବା ପାଇଁ ଆପ୍ ଘୋଷଣା କଲା ବିଧାୟକ ପ୍ରାର୍ଥୀ…

କନକ ବ୍ୟୁରୋ: ବାଜିଲା ଦିଲ୍ଲୀ ବିଧାନସଭା ବିଗୁଲ । ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ହେବାକୁଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ଆପ୍ । ଦିଲ୍ଲୀ ଦଖଲ ପାଇଁ ଆମ ଆଦମୀ ପାର୍ଟୀ (ଆପ୍) ଘୋଷଣା କଲା ପ୍ରାର୍ଥୀ ତାଲିକା । ପୁଣି ସରକାର ଗଢ଼ିବା ଆଶା ନେଇ ୭୦ ଜଣ ବିଧାୟକ…

୪ ରାଜ୍ୟସଭା ଆସନ ପାଇଁ ଆରମ୍ଭ ହେଲା ଅଙ୍କକଷା । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭେଟଘାଟକୁ ନେଇ ଜୋର ଧରିଲା…

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ ମାସରେ ରାଜ୍ୟରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ବିଜେଡି, ଏକାକୀ ସବୁ ଆସନ ହାତେଇବାକୁ ରଣନୀତି ଆରମ୍ଭ କରିଥିବା ବେଳେ ବିରୋଧୀ ଅଭିଯୋଗ କରିଛନ୍ତିି, ରାଜ୍ୟସଭା ପାଇଁ ଶାସକଦଳ,…

ଫାଶୀ ପାଇଁ ସଫା ହେଲା ରାସ୍ତା । ସୁପ୍ରିମକୋର୍ଟରେ ଖାରଜ ହେଲା ନିର୍ଭୟା ରାକ୍ଷସଙ୍କ କ୍ୟୁରେଟିଭ ପିଟିସନ୍ । ୨୨ରେ ଫାଶୀ…

କନକ ବ୍ୟୁରୋ : ଫାଶୀ ପାଇଁ ରାସ୍ତା ସଫା । ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କ ପକ୍ଷରୁ ହୋଇଥିବା କ୍ୟୁରେଟିଭ ପିଟିସନ ଆବେଦନ ଖାରଜ ହୋଇଯାଇଛି । ଫଳରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ନେଇ ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି ।…