Daily Archives

December 14, 2018

ପେଶାରେ ଶିକ୍ଷକ, ନିଶାରେ କୃଷକ: ନିଆଳିର ସଫଳ ଚାଷୀ ସୁରେନ୍ଦ୍ର ମଲ୍ଲିକ୍

କନକ ବ୍ୟୁରୋ : କେତେବେଳେ ବଜାର ଦର ତ କେତେବେଳେ ସରକାରଙ୍କ ଉଦାସିନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । ହେଲେ ନିଜର ଇଛାଶକ୍ତି ଆଗରେ ହାର ମାନିଛି ଏ ସବୁ ସମସ୍ୟା । ଶିକ୍ଷକତା ସହ ଉନ୍ନତ ପ୍ରଣାଳୀରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ନିଆଳିର ସୁରେନ୍ଦ୍ର…

ଟଙ୍କା ମାଗି କିନ୍ନରଙ୍କ ଠାରୁ ମାଡ ଖାଇଲେ ଖାକି ପୋଷାକ ପିନ୍ଧା ବାବୁ ।

କନକ ବ୍ୟୁରୋ : ଟଙ୍କା ମାଗି ହଟହଟା ହେଲେ ପୋଲିସ ବାବୁ । ଟଙ୍କା ମାଗିଲେ କିନ୍ନରଙ୍କ ଠାରୁ ମାଡ ମଧ୍ୟ ଖାଇଲେ । ଏଭଳି ଏକ ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ମଞ୍ଚେଶ୍ବର ଓମଫେଡ଼୍ ଛକ ପ୍ରେସ୍ କଲୋନିଠାରେ ପୁଲିସ ପୋଷାକରେ ଥିବା ୨ ଯୁବକ କିନ୍ନରଙ୍କଠାରୁ ମାଡ଼…

ବର୍ଷ ୨୦୧୪ରୁ ଏପର୍ଯ୍ୟନ୍ତ ୮୪ଟି ବିଦେଶୀ ରାଷ୍ଟ୍ରକୁ ଗସ୍ତ କରିଛନ୍ତି ପିଏମ୍ ମୋଦି, ଜାଣନ୍ତୁ କେତେ ହୋଇଛି ଖର୍ଚ୍ଚ

ବିଦେଶ ମାମଲାରେ ରାଜ୍ୟମନ୍ତ୍ରୀ ବିକେ ସିଂହ ରାଜ୍ୟସଭାରେ କହିଛନ୍ତି କି, ଜୁନ୍ ୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୪ଟି ଦେଶର ଯାତ୍ରା ସମୟରେ ଚାଟାର୍ଡ ଯାତ୍ରା, ବିମାନର ରକ୍ଷଣାବେକ୍ଷଣ ଓ ହଟଲାଇନ୍ ସୁବିଧାରେ ୧,୪୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିକେ ସିଂହ ଏକ ପ୍ରଶ୍ନର…

ବୌଦ୍ଧ ଚାଷୀଙ୍କ ବଡ ସମସ୍ୟା: ଚକଡା ଚଡକ ପରେ ଏବେ ଚାଷୀଙ୍କୁ ଘାରିଲା ପିଆଜ ଚିନ୍ତା

କନକ ବ୍ୟୁରୋ : ଧାନ ଫସଲରେ ଚକଡା ଚଡକ ପରେ ଏବେ ଚାଷୀଙ୍କୁ ଘାରିଛି ପିଆଜ ଚିନ୍ତା  । ଫେଲ ମାରିଛି ପିଆଜ ଚାଷ । ଉଦ୍ୟାନ ବିଭାଗ ଏବଂ ନେସନାଲ ସିଡ୍ସ କମ୍ଫାନୀ ର ମଧୁଚନ୍ଦ୍ରିକା ରେ ନିମ୍ନ ମାନର ବିହନ ଯୋଗାଇଥିବା ଅଭିଯୋଗ । ବିହନ ହେଉନି ଗଜା ଉଠୁନି ଗଛ । ଋଣ ଭାର କରି ଏବେ କରିଥିବା ଚାଷର ଋଣ…

ସମ୍ରାଟ ବନିଲେ ଅଶୋକ, ସେନାପତି ସାଜିଲେ ସଚିନ୍ । ରାହୁଲଙ୍କ ରାଜସ୍ଥାନ ଫର୍ମୁଲା ,ସମସ୍ତଙ୍କ ଖୁସିରେ ଦିଲ୍ଲୀ ଖୁସି ।

କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ ବିଜୟ ହାସଲପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେଥିରେ ପଡ଼ିଛି ପୂର୍ଣ୍ଣଛେଦ । ବହୁ ଅଙ୍କକଷା ପରେ ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ । ଏନେଇ ଦିଲ୍ଲୀରେ ବସିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ! ଜାଣନ୍ତୁ କେଉଁ ଦିନ ଅଛି କେଉଁ ପରୀକ୍ଷା

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ଏକାସାଙ୍ଗରେ ପରୀକ୍ଷା ଦେବେ । ଏନେଇ…