ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଅଫିସର ଆଟେଣ୍ଡାଣ୍ଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ଏଭଳି କରନ୍ତୁ ଆବେଦନ ।

30

ବ୍ୟାଙ୍କରେ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି । ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅଫିସର ଆଟେଣ୍ଡାଣ୍ଟ୍ ପାଇଁ ଭ୍ୟାକେନ୍ସି ବାହାର କରିଛି । ଇଚ୍ଛୁକ ଏବଂ ଯୋଗ୍ୟ ବିବେଚିତ ପ୍ରାର୍ଥୀ ନିମ୍ନୋକ୍ତ ଉପାୟ ଅବଲମ୍ବନ କରି ଆବେଦନ କରିପାରିବେ ।
ଆବେଦନ କରିଥିବା ପ୍ରାର୍ଥୀ ଯେ କୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏସନ୍ କରିବା ଅନିବାର୍ଯ୍ୟ ଅଟେ । ତା’ଛଡା ପ୍ରାର୍ଥୀଙ୍କୁ ଆକାଉଣ୍ଟିଙ୍ଗ ର ସମ୍ପୁର୍ଣ୍ଣ ଜ୍ଞାନ ଥିବା ମଧ୍ୟ ଦରକାର । ଆବେଦନ କରିବା ଅନ୍ତିମ ତାରିଖ ହେଉଛି ୩୧ ମଇ ୨୦୧୮ । ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ । ଚାକିରୀର ବେତନ ୧୫,୦୦୦ ରୁ ଆରମ୍ଭ ହେବ । ୧୮ ରୁ ଆରମ୍ଭ କରି ୪୫ ବୟସସୀମା ମଧ୍ୟରେ ପ୍ରାର୍ଥୀ ଏହି ଚାକିରୀ ପାଇଁ ଆବେଦନ କରିପାରିବେ । ଉପଯୁକ୍ତ ପ୍ରାର୍ଥୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୱେବସାଇଟ୍ ଭବଦ୍ଭଳକ୍ଟଲସଦ୍ଭୟସବ.ମକ୍ଟ.ସଦ୍ଭ ରେ ଯାଇ ଆବେଦନ କରିପାରିବେ ।