Browsing

Video

ନେତାଙ୍କ ଅନନ୍ତ ଶୟନ, ପାଦ ମାଲିସ କଲେ କର୍ମୀ । ଦେଖନ୍ତୁ ବିଧାୟକଙ୍କ ‘ପାଦ ମାଲିସ’ ପଲିଟିକ୍ସ ।

କନକ ବ୍ୟୁରୋ : କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା । ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ…