ରାଉରକେଲାରୁ ସେକ୍ସ ରାକେଟ ଠାବ : ୨ ଦେହଜୀବୀଙ୍କ ସହ ୨ ଜଣ ଦଲାଲ ଗିରଫ

30

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରୁ ସେକ୍ସ ରାକେଟ ଠାବ କରାଯାଇଛି । ପ୍ଲାଂଟ ସାଇଡ୍ ଥାନା ଅଂଚଳରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଗୋଟିଏ ରାକେଟ ସହ ଏମାନେ ରାଉରକେଲାରେ ଅନୈତିକ କାର୍ଯ୍ୟକଳାପ ଜାରି ରଖିଥିବା ଅଭିଯୋଗ ହୋଇଛି । ଏହି ରାକେଟର ଅନ୍ୟ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ଲାଂଟଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।