ନର୍ଗିସଙ୍କ ଚରିତ୍ରରେ ମନିଶାଙ୍କ ଅଭିନୟ ! ସଂଜୟ ଦତ୍ତଙ୍କ ବାୟୋପିକରେ ଆସିବେ ନଜର
ବିଗତ ଦିନର ଅଭିନେତ୍ରୀ ନର୍ଗିସଙ୍କ ଚରିତ୍ରରେ ଅଭିନୟ କରିବେ ମନିଶା କୋଇରାଲା । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ମନିଶା ସଂଜୟ ଦତ୍ତଙ୍କ ବାୟୋପିକ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି । ସିନେମାରେ ମନିଶା, ରଣବୀର କପୁରଙ୍କ ମା ଭୂମିକାରେ ନଜର ଆସୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଂଜୟଙ୍କ ବାୟୋପିକରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଅସୁସ୍ଥତା ହେତୁ ସିନେମାରେ ସିନେମା ଦୁନିଆରୁ ଦୀର୍ଘଦିନ ଧରି ଦୁରେଇଯାଇଥିଲେ ମନିଶା । ଏବେ ତାଙ୍କର ଜବରଦସ୍ତ କମବ୍ୟାକ ହେବାକୁ ଯାଉଛି ।