ଯଦି ଆପଣ ଦଶମ ପାସ କରିଛନ୍ତି ଏବଂ କୈାଣସି ସରକାରୀ ବିଭାଗରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ରକ୍ଷା ମନ୍ତ୍ରଣାଳୟର ହେଡକ୍ୱାର୍ଟର ଦକ୍ଷିଣ ଭାରତ, ଚେନ୍ନାଇ ମେସେଞ୍ଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆଶାୟୀ ପ୍ରାର୍ଥୀ ୩୦ ଜୁନ୍, ୨୦୧୮ ପୂର୍ବରୁ ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂଖ୍ୟା : ୬
ପଦବୀ ନାମ : ମେସେଞ୍ଜର
ଶିକ୍ଷାଗତ ଯୋଗ୍ୟତା : କୈାଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଦଶମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଜେନେରାଲ(ପୁରୁଷ/ମହିଳା ଦୁହିଁଙ୍କ ପାଇଁ) – ୧୮-୨୫ ବର୍ଷ
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଆଧାରରେ କରାଯିବ ।
ଏମିତି କରନ୍ତୁ ଆବେଦନ : ଆଶାୟୀ ପ୍ରାର୍ଥୀ ଅଫିସର ସି/ ଓ ଅଫିସର କମାଣ୍ଡିଙ୍ଗ ଅଫିସର, ହେଡକ୍ୱାର୍ଟର ଦକ୍ଷିଣ ଭାରତ ଏରିଆ, ଆଇଜଲେଣ୍ଡ ଗ୍ରାଉଣ୍ଡ, ଚେନ୍ନାଇ-୬୦୦ ୦୦ ୯ ଠିକଣାରେ ଆବେଦନ କରିପାରିବେ ।
ଆବେଦନର ଶେଷ ତାରିଖ : ୩୦ ଜୁନ୍, ୨୦୧୮