Browsing Category

ଦେଶ ବିଦେଶ

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀ…

କନକ ବ୍ୟୁରୋ: ଚାକିରି ବଦଳରେ ଜମି ଲେଣଦେଣ ମାମଲାରେ ତନାଘନା ଚଳାଇଛି ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) । ଯାଞ୍ଚ ବେଳେ ଲାଲୁ ଯାଦବ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ ଅଣ୍ଟା ଭିଡିଛି ଇଡି । ମୁମ୍ବାଇ, ପାଟଣା ଓ ରାଞ୍ଚିର ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରିବା ପରେ ଆଜି କୋର୍ଟରେ…
Read More...

ତିକ୍ତତା ଭିତରେ ସାମ୍ନାକୁ ଆସିଲା ବଡ଼ ଖବର : ରୁଷର ଦୁଇଟି ଜେଟ୍ ଓ ଆମେରିକା ଡ୍ରୋନ୍ ମଧ୍ୟରେ ଧକ୍କା, ଖସି ପଡ଼ିଲା…

କନକ ବ୍ୟୁରୋ : ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୃଷ୍ଣ ସାଗର ଉପରେ ରୁଷର ଦୁଇଟି ଜେଟ୍ ଓ ଆମେରିକାର ଏକ ଡ୍ରୋନ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ଡ୍ରୋନଟି କୃଷ୍ଣ ସାଗରରେ ଖସି ପଡ଼ିଛି । ଆମେରିକା ସେନା…
Read More...

ବିଶ୍ୱର ୫୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ ସହର: ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହେଲା ରିପୋର୍ଟ

କନକ ବ୍ୟୁରୋ: ଜାରି ହୋଇଛି ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶର ତାଲିକା । ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହୋଇଛି ଏହି ତାଲିକା । ଏଥିରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଆଉ ଦିଲ୍ଲୀ ଭାରତର ସବୁଠାରୁ ପ୍ରଦୂଷିତ ସହର ଭାବେ ସ୍ଥାନ ପାଇଛି । ଭାରତୀୟ ସହର ଗୁଡ଼ିକରେ ପାର୍ଟିକୁଲେଟ…
Read More...

ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଲାହୋରରେ ପହଁଚିଲା ଇସଲାମାବାଦ ପୁଲିସ

କନକ ବ୍ୟୁରୋ: କୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଓ ତାଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ପୁଲିସ ।…
Read More...

ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: କେନ୍ଦ୍ରକୁ ‘ସୁପ୍ରିମ୍’ ଝଟକା, ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଆବେଦନ ଖାରଜ

କନକ ବ୍ୟୁରୋ: ୧୯୮୪ ମସିହାର ବହୁଚର୍ଚିତ ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲାରେ ପୀଡିତ ଓ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା । ସବୋର୍ଚ୍ଚ ନ୍ୟାୟାଳୟର ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ବଡ ଶୁଣାଣି କରିଛନ୍ତି । ୨୦୧୦ ମସିହାରେ କେନ୍ଦ୍ର ସରକାରଙ୍କ…
Read More...

ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ: ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଆଦାନୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ବିରୋଧୀ । ବିରୋଧୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ବିରୋଧକୁ ଜୋରଦାର କରିବା ପାଇଁ କଂଗ୍ରେସ ଆଂଚଳିକ ଦଳଗୁଡ଼ିକୁ ଡାକରା…
Read More...

ବେଙ୍ଗାଲୁରୁରରେ ଏୟାରହଷ୍ଟେସଙ୍କ ରହସ୍ୟଜନକ ମୃତ୍ୟୁ: ପୁରୁଷ ବନ୍ଧୁ ଆଦିଶଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

କନକ ବ୍ୟୁରୋ: ବେଙ୍ଗାଲୁରୁରରେ ଏୟାରହଷ୍ଟେସ୍ଙ୍କ ରହସ୍ୟଜନକ ମୃତ୍ୟୁ । ଏକ ଆପାର୍ଟମେଂଟ୍ର ୪ର୍ଥ ମହଲାରୁ ପଡି ୨୮ ବର୍ଷୀୟ ମଡେଲ ତଥା ଏୟାର ହଷ୍ଟେସ୍ ଅର୍ଚ୍ଚନା ଧିମାନଙ୍କ ମୃତ୍ୟୁ ହୋଇଛି । ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସ କମ୍ପାନୀରେ କାମ କରୁଥିବା ଅର୍ଚ୍ଚନାଙ୍କ ମୃତ୍ୟୁକୁ ନେଇ ଏବେ ନୂଆ…
Read More...

ପୁଟିନ୍ ସମାଲୋଚକଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର: ଫିଲ୍ମ ‘ନଭାଲନି’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର…

କନକ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତୀବ୍ର ବିରୋଧୀ ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର ଆୱାର୍ଡ । ରୁଷ ରାଷ୍ଟ୍ରପତିଙ୍କ ସମାଲୋଚକ ୪୬ବର୍ଷୀୟ ଆଲେକ୍ସି ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମ ‘ନଭାଲ୍ନି’କୁ ଶ୍ରେଷ୍ଠ ଡକ୍ୟୁମେଂଟାରୀ ଫିଚର କ୍ୟାଟେଗୋରୀରେ…
Read More...

ଆପଣ ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି କି? +2, ଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ କରିଥିଲେ କରିପାରିବେ ଆବେଦନ । ଯୁବକଙ୍କୁ…

କନକ ବ୍ୟୁରୋ: ଦେଶର ଯୁବକମାନଙ୍କୁ ସନ୍ନ୍ୟାସୀ ହେବାକୁ ଆମନ୍ତ୍ରିତ କଲେ ଯୋଗଗୁରୁ ବାବା ରାମଦେବ । ଏଥିପାଇଁ ସେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେବା ସହିତ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ସୂଚନା ସେୟାର କରିଛନ୍ତି । ବାବା ରାମଦେବଙ୍କ କହିବା କଥା, ଯେଉଁମାନେ ଯୁବକ, ଯୁବତୀମାନେ…
Read More...

ନିଜ ଦେଶର ମ୍ୟାଚ୍ ଖେଳିବେନି, ଆଇପିଏଲ୍ ମ୍ୟାଚ୍ ଖେଳିବେ । ଆଇପିଏଲ୍ ପାଇଁ ନ୍ୟୁଜିଲାଣ୍ଡର ୪ ଖେଳାଳିଙ୍କୁ ଆଗୁଆ ଛୁଟି ।…

କନକ ବ୍ୟୁରୋ: ଆଇପିଏଲ୍ ଖେଳିବା ପାଇଁ ମିଳିଲା ଛୁଟି । ନିଜ ଦେଶ ତରଫରୁ କ୍ରିକେଟ୍ ଖେଳିବା ବଦଳରେ, ଆଇପିଏଲରେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବେ ନ୍ୟୁଜିଲାଣ୍ଡର ୪ ଖେଳାଳି । କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ସହିତ ନ୍ୟୁଜିଲାଣ୍ଡର ୪ଜଣ ଖେଳାଳି ଆଇପିଏଲ୍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ…
Read More...