Browsing Category

ଦେଶ ବିଦେଶ

ଏଚ୍୩ଏନ୨ ଭୂତାଣୁ : ମହାରାଷ୍ଟ୍ରରେ ସର୍ବାଧୀକ ମାମଲା ଚିହ୍ନଟ, ପଡୁଚେରୀରେ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ

କନକ ବ୍ୟୁରୋ : କରୋନା ପରେ ଏବେ ଏଚ୍୩ଏନ୨ ଭାଇରସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…
Read More...

ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ରାତି ସାରା ଇମ୍ରାନ ସମର୍ଥକଙ୍କ ଅନ୍ଦୋଳନ, ପୋଲିସ ଓ ସମର୍ଥକ…

କନକ ବ୍ୟୁରୋ : ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ୨୧ ଘଂଟା ପରେ ବି ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିପାରିନି ପୋଲିସ । ଇମ୍ରାନଙ୍କ ସମର୍ଥକଙ୍କ ଅନ୍ଦୋଳନ ଏତେ ଉଗ୍ର ରୂପ ନେଇଛି ଯେ, ଏହାକୁ ଭେଦି ଇମ୍ରାନଙ୍କୁ ଗିରଫ କରିବା ସମ୍ଭବ ହୋଇପାରି ନାହିଁ ।…
Read More...

ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ସମର୍ଥକ ଓ ପୁଲିସ ମୁହାଁମୁହିଁ

କନକ ବ୍ୟୁରୋ: ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ରାତି ସାରା ଇମ୍ରାନଙ୍କ ସମର୍ଥକ ଅନ୍ଦୋଳନ କରିଛନ୍ତି । ପରିସ୍ଥିତ ଉତେଜନାପୂର୍ଣ୍ଣ ରହିଥିବା ବେଳେ ପୁଲିସ ଓ ସମର୍ଥକ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…
Read More...

ଭାରତର ସ୍ୱଦେଶୀ ମହାହତିଆର : ଋଷ ଏସ୍-୪୦୦ ପରି ଆକାଶ ପଥରେ ଶତ୍ରୁକୁ କରିବ ନିପାତ

କନକ ବ୍ୟୁରୋ: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ଏବେ ଏପରି ଏକ ମହାହତିଆର ନିର୍ମାଣ କରିଛି ଯାହା ଋଷର ଶକ୍ତିଶାଳୀ ଏସ୍-୪୦୦୦ ମିଶାଇଲ ପରି ଶତ୍ରୁକୁ ନାଶ କରିବ । ଆକାଶ ପଥରେ ଶତ୍ରୁର ଫାଇଟର ଜେଟ୍ ହେଉ କି ଡ୍ରୋନ, କି ହେଲିକପ୍ଟର କିଛି ବି ଏହାର ଟାର୍ଗେଟରୁ ବର୍ତ୍ତିପାରିବ…
Read More...

ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ : ଜୁନ୍, ଜୁଲାଇରେ ଆସିପାରେ ବଡ ଲହର

କନକ ବ୍ୟୁରୋ : ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଶିଶୁମାନଙ୍କ ପାଇଁ ଘାତକ ହୋଇପାରେ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ଇନଫ୍ଲୁଏଞ୍ଜା ଭୂତାଣୁରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି…
Read More...

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା : ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି; ମାମଲାରେ ଯଡିତ ସମସ୍ତ ବ୍ୟକ୍ତିଙ୍କୁ…

କନକ ବ୍ୟୁରୋ : ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି । ମାମଲାରେ ଯଡିତ ସମସ୍ତ ବ୍ୟକ୍ତିଙ୍କୁ ମିଳିଲା ଜାମିନ୍ । ଆଉ ଏଥିପାଇଁ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଭରିବାକୁ ପଡିବ । ରାଜଧାନୀ ଦିଲ୍ଲୀ ସ୍ଥିତ ରାଉଜ ରେଭେନ୍ୟୁ କୋର୍ଟରେ ହାଜର ହେଇଥିଲେ ବିହାର…
Read More...

ସଫଳ ହେଲା ଅପରେସନ୍ ଲୋକେସ : ୬୦ ଫୁଟର ଗଭୀର ବୋରୱେଲ୍ ଭିତରୁ ୮ ବର୍ଷର ବାଳକ ଉଦ୍ଧାର

କନକ ବ୍ୟୁରୋ : ସଫଳ ହେଲା ଅପରେସନ୍ ଲୋକେସ । ୬୦ ଫୁଟର ଗଭୀର ବୋରୱେଲ୍ ଭିତରେ ଫସି ରହିଥିବା ୮ ବର୍ଷର ପିଲାକୁ ସଫଳତାର ସହ ଉଦ୍ଧାର କରାଯାଇଛି । ୨୪ ଘଂଟାର ଅପରେସନ୍ ପରେ ସଫଳତାର ସହ ୮ବର୍ଷୀୟ ଲୋକେଶକୁ ବୋରୱେଲରୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ମଙ୍ଗଳବାର ଦିନ ୮…
Read More...

ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ମେଡିକାଲ ବୀମା ଦାବି କରିପାରିବେ ରୋଗୀ : ଉପଭୋକ୍ତା ଫୋରମର ବଡ ନିଷ୍ପତ୍ତି ।

କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ମେଡିକାଲ ବୀମା ଦାବି କରିପାରିବେ ରୋଗୀ । ଉପଭୋକ୍ତା ଫୋରମ ଶୁଣାଇଛି ଏପରି ବଡ ନିଷ୍ପତ୍ତି । ବଦୋଦରାରେ ଜଣେ ବ୍ୟକ୍ତି ହସ୍ପିିଟାଲ ବିରୋଧରେ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହେବା ପରେ ଏଭଳି ନିଷ୍ପତ୍ତି ଶୁଣାଯାଇଛି । କଥା ହେଉଛି ବଦୋଦାରାର…
Read More...

ଇମ୍ରାନ ଖାନଙ୍କ ଗିରଫଦାରୀକୁ ବିରୋଧ କରି ପାକିସ୍ତାନରେ ହଙ୍ଗାମା : ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲୁହବୁହା…

କନକ ବ୍ୟୁରୋ : ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ରାତି ସାରା ଇମ୍ରାନ ଇମ୍ରାନଙ୍କ ସମର୍ଥକଙ୍କ ଅନ୍ଦୋଳନ ଦେଖିବାକୁ ମିଳିଛି । ପୋଲିସ ଓ ସମର୍ଥକ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି । ଭିଡିଓ ମ୍ୟାସେଜ ଜାରି କରି ଇମ୍ରାନ କହିଲେ, ଗିରଫଦାରୀ ପଛରେ ଲଣ୍ଡନ ପ୍ଲାନ…
Read More...

ସାଙ୍ଗ ସହ ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳିପଡିଲେ, କ୍ଷଣିକରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ: କେବେ ବସିଥିବାବେଳେ , କେବେ ଗୀତ ଗାଉଥିବାବେଳେ , ନାଚୁଥିବାବେଳେ ହେଉ ବା ଗାଡି ଚଳାଉଥିବାବେଳେ ହଠାତ୍ ଜୀବନ ଚାଲିଯାଉଥିବା ଖବର ଆଜିକାଲି ଅନେକ ସଂଖ୍ୟାରେ ଶୁଣିବାକୁ ମିଳୁଛି । ଏଭଳି ଆଉ ଏକ ଖବର ଆସିଛି ନାଗପୁରରୁ । କୋଟରେ ନିଜ ସାଙ୍ଗ ସହିତ ବ୍ୟାଡମିଣ୍ଟନ ଖେଳୁଥିଲେ ୪୬…
Read More...