Browsing Category

ଦେଶ ବିଦେଶ

ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ। ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ।

କନକ ବ୍ୟୁରୋ: ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ । ଯାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ । ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ପାକିସ୍ତାନକୁ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ସୂଚନା ରହିଛି । ଅନ୍ୟ ଦେଶମାନଙ୍କ ୠଷ…
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଲା। ମାର୍ଚ୍ଚ ୨୯ ମଧ୍ୟରେ ଇମ୍ରାନଙ୍କୁ ଗିରଫ କରିବାକୁ…

କନକ ବ୍ୟୁରୋ: ମାର୍ଚ୍ଚ ୨୯ ମଧ୍ୟରେ  ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ସମସ୍ୟା । ପୂର୍ବରୁ ଅନେକ ବିବାଦ ଭିତରେ ଫଶି ରହିଥିବା ଇମ୍ରାନଙ୍କ ନାଁରେ ପୁଣି ଥରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି ।…
Read More...

ମନୀଷ ସିସୋଦିଆଙ୍କ ଗିରଫ ପରେ ଥମୁନି ବିବାଦ। ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି…

କନକ ବ୍ୟୁରୋ: ଆମ ଆଦମୀ ପାଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ବିଜେପିର ଧାରଣା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ତାଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି । ତେବେ ଏହାକୁ…
Read More...

ଏଚ୩ଏନ୨ ବୃଦ୍ଧିକୁ ନେଇ ରଣଦୀପ ଗୁଲେରିଆ କରାଇଲେ ସତର୍କ। କହିଲେ, ସତର୍କ ନ ରହିଲେ ସୃଷ୍ଟି ହୋଇପାରେ କରୋନା ଭଳି…

କନକ ବ୍ୟୁରୋ: ଦେଶରେ କରୋନା ଭାଇରସ ମାମଲା ହ୍ରାସ ପାଇଥିଲେ ବି ଏବେ ଏଚ୩ଏନ୨ ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି । ମାମଲା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏହାକୁ ନେଇ ଚିନ୍ତା ବ୍ୟକ୍ତ…
Read More...

ସଂସଦରେ ‘ରାହୁଲ’ ଝଡ଼। ଗୃହରେ ବିଜେପିର ହଙ୍ଗାମା, ରାହୁଲଙ୍କ କ୍ଷମା ଦାବି କଲା ଦଳ

କନକ ବ୍ୟୁରୋ: ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ଭାରତରେ ବାକ୍ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ବିଦେଶରେ ଭାରତ ଉପରେ ଏଭଳି…
Read More...

ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିବା ପରେ ଚାପରେ ଭାରତୀୟ କମ୍ପାନୀ: ଜମା ଥିଲା ଏତେ କୋଟି ଟଙ୍କା

କନକ ବ୍ୟୁରୋ: ଆମେରିକାରେ ହୋଇଥିବା ବ୍ୟାଙ୍କ ସଙ୍କଟର ପ୍ରଭାବ ଭାରତରେ ବି ଦେଖିବାକୁ ମିଳିଛି । ସାମାନ୍ୟ ବୃଦ୍ଧି ପରେ ବ୍ୟବସାୟ ଆରମ୍ଭ ପରେ ସେନସେକ୍ସ ଓ ନିଫ୍ଟି ଖରାପ ସ୍ଥିତି ଦେଇ ଗତି କରୁଛି । ବିଏସଇର ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ଖସିଯାଇଛି । ଏହା ମଧ୍ୟରେ ଆମେରିକାରୁ ଆସିଥିବା ଖବର…
Read More...

ସମଲିଙ୍ଗୀ ବିବାହ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା: ଏପ୍ରିଲ ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲା ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି । ଏପ୍ରିଲ ୧୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ…
Read More...

ଡ୍ର’ ହେଲା ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟ: ୨-୧ରେ ସିରିଜ ହାତେଇଲା ଭାରତ

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ଡ୍ର ହୋଇଯାଇଛି । ଫଳରେ ଏହି ସିରିଜକୁ ଭାରତ ୨-୧ରେ କବଜା କରିଛି । ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଟ୍ରାଭିସ ହେଡ୍ ଓ ଲାବ୍ରୁସେନଙ୍କ ଦମଦାର ପାଳି ଫଳରେ ଏହି ମ୍ୟାଚ ଡ୍ର ଆଡକୁ ଗତି କରିଥିଲା । ଏହାସହ ଭାରତକୁ ଡବଲ ଖୁସି ମଧ୍ୟ ମିଳିଛି । ଭାରତ…
Read More...

ଭୂତାଣୁ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ୍ ଭୟ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଥଣ୍ଡା କାଶ ଥିଲେ କରାନ୍ତୁ…

କନକ ବ୍ୟୁରୋ: ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡିିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ…
Read More...

ସମଲିଙ୍ଗୀ ବିବାହ ମାମଲା : କାହିଁକି ଅନୁମତି ପାଇଁ ହେଉଛି ଦାବି ?

କନକ ବ୍ୟୁରୋ : ସମଲିଙ୍ଗୀ ବିବାହ ମାମଲାର ଆଜି ଶୁଣାଣି କରିବେ କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ବିବାହ ଓ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ…
Read More...