Browsing Category

ଦେଶ ବିଦେଶ

ହଲିଉଡ଼ ପ୍ରେମରେ ପଡିଯାଇଥିଲେ କି ପ୍ରିୟଙ୍କା? ନା ବଲିଉଡ଼ରେ ହେଉଥିଲେ ନିର୍ଯ୍ୟାତିତ ? ବଲିଉଡ଼ର ଭିତିରି କଥା କହିଲେ ଏହି…

କନକ ବ୍ୟୁରୋ : ପ୍ରିୟଙ୍କା ଚୋପ୍ରା । ଯେତିକି ନାଁ ବଲିଉଡରେ କରିଛନ୍ତି ସେତିକି ନେମ,ଫେମ ସେ ହଲିଉଡରୁ ପାଇସାରିଛନ୍ତି । କହିବାକୁ ଗଲେ ବର୍ତମାନ ସେ ଜଣେ ଗ୍ଲୋବାଲ ଆଇକନ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇସାରିଛନ୍ତି । ଏବେ ଏହି ଭର୍ସଟାଇଲ ଅଭିନେତ୍ରୀ ବଲିଉଡକୁ ନେଇ ଯେଉଁ ଖୁଲାସା…
Read More...

ଘରେ ରହିଛି ୩୦ କୋଟିର ସମ୍ପତ୍ତି, ହେଲେ ଖାଇବାକୁ ନପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

କନକ ବ୍ୟୁରୋ : ଇଏ କାହାଣୀ ହେଉଛି ଏମିତି ଏକ ପରିବାରର । ଯାହାଙ୍କ ଘରେ ଅଚଳାଚଳ ସଂପତି । ଘର, ଦ୍ୱାର, ଗାଡ଼ି ଘୋଡ଼ା କୌଣସିଥିରେ ଅଭାବ ନାହିଁ । ପରିବାର ଲୋକଙ୍କ ପାଖରେ ୩୦ କୋଟିର ସଂପତି । କିନ୍ତୁ ଏଭଳି ଏକ ପରିବାର’ର ମୂଳ ଦୁଆ ଥିବା ବୃୃଦ୍ଧ ଦମ୍ପତି, ଦୁଇ ଦୁଇ ଓଳି ଖାଇବାକୁ ନପାଇଁ…
Read More...

ପୁଣି ବଢୁଛି କରୋନା ସଂକ୍ରମଣ । ଜରୁରୀ ବୈଠକ ଡକାଇଲେ ଦିଲ୍ଲୀ ସରକାର, ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ରାଜଧାନୀର ସ୍ଥିିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…
Read More...

କ୍ଷୁଦ୍ର ଜମାକାରୀଙ୍କ ପାଇଁ ସରକାର ଆଣିଲେ ଖୁସିଖବର । ଏହି ସବୁ ସଞ୍ଚୟ ଯୋଜନା ଉପରେ ବଢିଲା ସୁଧହାର

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଦେଶରେ ନୂଆ ଆର୍ଥିର୍କ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଦେଶର ଅଗଚ୍ଚିତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଅର୍ଥ ମନ୍ତ୍ରଣାଳୟ ତରଫରୁ ସୁକନ୍ୟ ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି…
Read More...

ଗୁଜରାଟ ପରେ ଆପ୍ ଫୋକସରେ କର୍ଣ୍ଣାଟକ, ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଏବେ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୂର୍ବ ନିର୍ବାଚନଗୁଡିକରେ ବିଶେଷ ଭାବେ କଂଗ୍ରେସ, ଜେଡିଏସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଥିଲା । ହେଲେ ଚଳିତ ବିଧାନସଭା ନିର୍ବାଚନରେ…
Read More...

ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, କୋର୍ଟରେ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଏକ ଝଟକା ଲାଗିଛି । ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏବେ ତଳ କୋର୍ଟର ନିଷ୍ପତ୍ତି…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆବଶ୍ୟକ ନାହିଁ ଡିଗ୍ରୀ ସାର୍ଟିଫିକେଟ୍, ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଜରିମାନା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଗିବା ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଭାରି ପଡିଛି । ଏନେଇ ଗୁଜରାଟ ହାଇକୋର୍ଟରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି ଆଜି…
Read More...

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ପୋଷ୍ଟର ବିବାଦ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ୮ଗିରଫ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଏବେ ମହଙ୍ଗା ପଡିଛି । ଦିଲ୍ଲୀରେ ଏଭଳି ପୋଷ୍ଟର ଲଗାଇ ୬ଜଣ ଗିରଫ ହୋଇଥିବା ବେଳେ ଏବେ ଗୁଜରାଟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ଆମ୍…
Read More...

୧୦ମାସର ଜେଲ ଜୀବନ ପରେ ଶନିବାର ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ

କନକ ବ୍ୟୁରୋ : ପୁଣି ପଞ୍ଜାବରେ ଶୁଭିବ ସିଦ୍ଧୁଙ୍କ ସ୍ୱର । କାରଣ ଦୀର୍ଘ ୧୦ମାସ ହେବ ଜେଲରେ ବନ୍ଦି ଥିିବା କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ ଆସନ୍ତାକାଲି ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଏନେଇ ସିଦ୍ଧୁଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଗତବର୍ଷ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ …
Read More...

ଶତ୍ରୁ ପାଇଁ କାଳ ସାଜିବ ଆକାଶ ପ୍ରାଇମ୍ ମିସାଇଲ୍ । ଆଖିପିଛୁଳାକେ ଆକ୍ରମଣ କରିବ, ସବୁକିଛି ଧ୍ୱଂସ କରିଦେବ

କନକ ବ୍ୟୁରୋ : ଭାତତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ବ୍ରହ୍ମାସ୍ତ୍ର । ଆକାଶ ପ୍ରାଇମ୍ ମିସାଇଲ୍ ସିଷ୍ଟମ୍ ଏବଂ ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍ ପାଇଁ ୯୧ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଦୁଇଟି ବ୍ରହ୍ମାସ୍ତ୍ରର କାମ ଅଲଗା ଅଲଗା…
Read More...