Browsing Category

ଦେଶ ବିଦେଶ

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗ : ଆମେରିକା ରଖିଲା ପ୍ରଥମ ପ୍ରତିକ୍ରିୟା, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବାକ୍…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ଘଟଣା ଉପରେ ନଜର ରଖିଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକା ଏହି ମାମଲାରେ ପ୍ରତିକ୍ରିୟା ରଖିଛି । ଆମେରିକାର ବିଦେଶ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ ।…
Read More...

ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆସିଲା କଡା ନିୟମ । ବାପା ମା’ ପୋଷ୍ଟ କରିପାରିବେ ନାହିଁ ନିଜ ପିଲାଙ୍କ ଫଟୋ । ପିଲାଙ୍କ…

କନକ ବ୍ୟୁରୋ : ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ଏବେ ସମସ୍ତଙ୍କର ପ୍ରିୟ ପାଲଟି ସାରିଛି । ରାତି ପାହିବା ଠାରୁ ନେଇ ପୁଣି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ । ଦେଶ ବିଦେଶର ଖବର ହେଉ କି ମନୋରଞ୍ଜନ ଏସବୁ ପାଇଁ ଲୋକେ ସୋସିଆଲ ମିଡିଆକୁ ବେଶ୍ ପସନ୍ଦ କରୁଛନ୍ତି । ଏହାସହ ନିଜ ଦୈନ ଦିନ…
Read More...

ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ଶୁଳ୍କ । ମନ୍ଦିର କମିଟିର ପକ୍ଷରୁ କେତେ ଟଙ୍କା ଧାର୍ଯ୍ୟ ହୋଇଛି…

କନକ ବ୍ୟୁରୋ : ଏଣିକି କେଦାରନାଥ ଓ ବଦ୍ରିନାଥ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ଟଙ୍କା । ଘୋଷଣା କରିଛନ୍ତି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି । ବର୍ତ୍ତମାନ ଯେଉଁ ସୂଚନା ମିଳିଛି, ସେହି ସୂଚନା ଆଧାରରେ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବ ।…
Read More...

ବ୍ରେଡ୍ ବିକି ଆଇଫୋନ୍ କିଣିଲେ ୧୨ବର୍ଷର ଝିଅ । ଅନ୍ୟଙ୍କ ପାଇଁ ପାଲଟିଲେ ଉଦାହରଣ

କନକ ବ୍ୟୁରୋ : ସମସ୍ତଙ୍କର କିଛି ନା କିଛି ସଉକ୍ ଥାଏ । କିଏ ଗାଡି କିଣିବାରେ ସଉକ୍ ରଖିଥାନ୍ତି ତ ଆଉ କିଏ ମୋବାଇଲ୍ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତି ସଉକ୍ ରଖିଥାନ୍ତି । ଆଉ ସଉକକୁ ପୂରା କରିବା ପାଇଁ ରୋଜଗାରରୁ କିଛି କିଛି ଟଙ୍କା ସଞ୍ଚୟ କରିଥାନ୍ତି । ଠିକ୍ ସେହିଭଳି ଏକ ଉଦାହରଣ ପାଲଟିଛନ୍ତି…
Read More...

ଚିରା ଫଟା ନୋଟକୁ କଣ କରିଥାଏ ବ୍ୟାଙ୍କ ? ନୋଟ ଦୁଇଖଣ୍ଡ ହୋଇଯାଇଥିଲେ ବ୍ୟାଙ୍କରେ ପରିବର୍ତ୍ତନ କରିପାରିବେ କି ନାହିଁ?…

କନକ ବ୍ୟୁରୋ : ସାଧାରଣତଃ ନୋଟ୍ ଫାଟିଗଲେ କିମ୍ବା ଚିରିଗଲେ ଆମେ ତାକୁ ନେଇ ବ୍ୟାଙ୍କରେ ପରିବର୍ତ୍ତନ କରାନେଇଥାଉ । କାହିଁକିନା ନୋଟ୍ ଟିକେ ବି ଚିରିଯାଇଥିଲେ ତାକୁ କୌଣସି ଲୋକ ଗ୍ରହଣ କରିନଥାନ୍ତି । କି ସେହି ନୋଟକୁ ସାଇତି ରଖାଯାଇ ପାରିନଥାଏ । ଏଭଳି ପରିସ୍ଥିତିରେ ଲୋକେ ଚିରା ନୋଟକୁ…
Read More...

ଦେଶର ୩୫ଟି ସହରରେ କଂଗ୍ରେସର ଆନ୍ଦୋଳନ : ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଏକାଠି ହେଲେ ୧୮ ବିରୋଧୀଦଳ; ସାମିଲ…

କନକ ବ୍ୟୁରୋ : ଆଜି ଏବଂ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦେଶର ବଡ ବଡ ୩୫ ସହରରେ ପ୍ରତିବାଦ କରାଯିବ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସହରକୁ କଂଗ୍ରେସର ପ୍ରମୁଖ ନେତା ମାନେ ଯିବେ । ଆଉ ଆନ୍ଦୋଳନରେ ସାମିଲ ହେବେ । ଆସନ୍ତାକାଲି ଭୁବନେଶ୍ୱର…
Read More...

ଆମେରିକା ସ୍କୁଲରେ ଗୁଳିକାଣ୍ଡ : ତିନି ଛୋଟ ପିଲାଙ୍କ ସମେତ ୬ ମୃତ

କନକ ବ୍ୟୁରୋ : ଆମେରିକାର ଏକ ସ୍କୁଲରେ ଗୁଳିକାଣ୍ଡ । ତିନି ଛୋଟ ପିଲାଙ୍କ ସମେତ ୬ ମୃତ । ମହିଳା ଆକ୍ରମଣକାରୀ ନିହତ । ସୋମବାର ଜଣେ ମହିଳା ଆକ୍ରମଣକାରୀ ନାଶଭିଲର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିମାଡ କରିଛନ୍ତି । ନାଶଭିଲ ପୋଲିସ କହିଛି ଯେ ୨୮ ବର୍ଷୀୟା ବୟସ୍କ ମହିଳା ସୁଟରଙ୍କୁ ହତ୍ୟା…
Read More...

ଆଖି ବୁଜିଲା ଚିତା ‘ଶାଶା’ : ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିଲା ଭାରତ

କନକ ବ୍ୟୁରୋ : ଆଖି ବୁଜିଲା ଚିତା 'ଶାଶା' । ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି । କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶା ଆଖି ବୁଜିଛି । ଗତ ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା ।…
Read More...

ରାହୁଲଙ୍କ ପାଇଁ ଏକାଠି ବିରୋଧୀ : ଖଡଗେଙ୍କ ନେତୃତ୍ୱରେ ସାମିଲ୍ ହେଲେ ୧୭ ବିରୋଧୀ ଦଳ

କନକ ବ୍ୟୁରୋ : ବିରୋଧୀଙ୍କୁ ଏକାଠୀ କରିଦେଲା ରାହୁଲ ଗାନ୍ଧୀ ପ୍ରସଙ୍ଗ । ଜଣେ ଆଉ ଜଣଙ୍କୁ ବିରୋଧ କରୁଥିବା ଦଳ ଓ ନେତା, ଏବେ ରାହୁଲଙ୍କ ପାଇଁ ଏକାଠି ହେଉଛନ୍ତି । ରାହୁଲଙ୍କ ସମର୍ଥନ ପାଇଁ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆରଜେଡି,…
Read More...

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ଯିବା ପରେ ଏବେ ଯିବ ସରକାରୀ କ୍ୱାର୍ଟର : ବଙ୍ଗଳା ଖାଲି କରିବାକୁ ଲୋକସଭା…

କନକ ବ୍ୟୁରୋ : ସାଂସଦ ଭାବେ ରାହୁଲ ଗାନ୍ଧୀଙ୍କୁ ଦିଆ ଯାଇଥିବା ସରକାରୀ ବାସଭବନ ଖାଲି କରିବା ପାଇଁ ନିର୍ଦ୍ଦେଶ । ଲୋକସଭା ସଦସ୍ୟତା ପଦ ହରାଇବା ପରେ ତାଙ୍କୁ ଘର ଖାଲି କରିବା ପାଇଁ କୁହାଯାଇଛି । ଲୋକସଭା ହାଉସିଂ କମିଟି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି…
Read More...