Browsing Category

ଦେଶ ବିଦେଶ

ବଢିଲା ଇପିଏଫଓ ସୁଧହାର : ୨୦୨୨-୨୩ ପାଇଁ ମିଳିବ ୮.୧୫ ପ୍ରତିଶତ ସୁଧ

କନକ ବ୍ୟୁରୋ : ଘରୋଇ କର୍ମଚାରୀଙ୍କ ଅବସରକାଳୀ ପାଣ୍ଠି ପରିଚାଳନା କରୁଥିବା (ଇପିଏଫଓ) ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮ ଦଶମିକ୍ ୧୫ ପ୍ରତିଶତରେ ଧାର୍ଯ୍ୟ କରିଛି । ଇପିଏଫର ନୀତି ନିର୍ଦ୍ଧାରଣକାରି ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଗତ ବର୍ଷ ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮…
Read More...

ଆଇପିଏଲ : ୧୫ରୁ ୧୨ ଥର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ହାତେଇ ନେଇଛନ୍ତି ବିଦେଶୀ; ତାଲିକାରେ କେବଳ ସଚିନ୍, ବିରାଟ ଓ…

କନକ ବ୍ୟୁରୋ : ଆଉ ଦୁଇ ଦିନ ପରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହି ଟୁର୍ଣ୍ଣାମେଂଟର ୧୬ ତମ ସଂସ୍କରଣ ଆସନ୍ତା ୩୧ ତାରିଖଠୁ ଆରମ୍ଭ ହେଉଛି । ଏଥିପାଇଁ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର ୧୦ ଟିମକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।…
Read More...

ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା । ଇନ୍ଧନ ଗ୍ୟାସ ପରେ ଏବେ ମହଙ୍ଗା ହେବାକୁ ଯାଉଛି ଏସବୁ ଔଷଧର ଦାମ

କନକ ବ୍ୟୁରୋ : ମହଙ୍ଗା ମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡିଲେଣି । ସେ ଖାଦ୍ୟ ସାମଗ୍ରୀ ହେଉ କି, ଇନ୍ଧନ ଗ୍ୟାସ କିମ୍ବା ପେଟ୍ରୋଲ ଡିଜେଲର ଦାମ । ଏସବୁର ଦାମ ଅଚାନକ ଭାବେ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ଅଣ୍ଟାସଳଖୀ ଠିଆ ହେବାର କ୍ଷମତା ହରାଇ ବସିଲେଣି । ଏହାରି ମଧ୍ୟରେ ଏବେ…
Read More...

ପାକିସ୍ତାନରେ ଖାଦ୍ୟ ପରେ ଔଷଧ ସଂକଟ । ଲୋକ ଖାଉଛନ୍ତି ନକଲି ଔଷଧ

କନକ ବ୍ୟୁରୋ : ଖାଇବା ବିନା ଭୋକରେ ଆଉଟୁ ପାଉଟୁ ହେଉଥିବା ପାକିସ୍ତାନ ଏବେ ଔଷଧ ପାଇଁ ଡହଳ ବିକଳ ହେଉଛି । ଦେଶରେ ଔଷଧକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଔଷଧକୁ ନେଇ କଳାବଜାରୀ ଆରମ୍ଭ ହୋଇଯାଇଛି । ଦେଶରେ ନକଲି ଔଷଧ ବଜାର ଗରମ ହୋଇଉଠିଛି । ଯାହାକୁ ନେଇ ଔଷଧର ମୂଲ୍ୟ ଅହେତୁକ…
Read More...

ରାହୁଲ ଗାନ୍ଧୀଙ୍କ ସବରକର ବୟାନକୁ ନେଇ ସାମ୍ନାକୁ ଆସିଲେ ସବରକରଙ୍କ ନାତୀ, ରାହୁଲଙ୍କୁ ମାଗିଲେ ଇଂରେଜଙ୍କୁ କ୍ଷମା…

କନକ ବ୍ୟୁରୋ : ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସବରକରଙ୍କ ନାତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ ସବରକରଙ୍କ ଦ୍ୱାରା ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିବା ସମ୍ବନ୍ଧରେ ଦସ୍ତାବିଜ୍ ଓ ସାକ୍ଷୀ ପ୍ରସ୍ତୁତ କରିବାକୁ…
Read More...

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗ : ଆମେରିକା ରଖିଲା ପ୍ରଥମ ପ୍ରତିକ୍ରିୟା, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବାକ୍…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ଘଟଣା ଉପରେ ନଜର ରଖିଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକା ଏହି ମାମଲାରେ ପ୍ରତିକ୍ରିୟା ରଖିଛି । ଆମେରିକାର ବିଦେଶ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ ।…
Read More...

ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆସିଲା କଡା ନିୟମ । ବାପା ମା’ ପୋଷ୍ଟ କରିପାରିବେ ନାହିଁ ନିଜ ପିଲାଙ୍କ ଫଟୋ । ପିଲାଙ୍କ…

କନକ ବ୍ୟୁରୋ : ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ଏବେ ସମସ୍ତଙ୍କର ପ୍ରିୟ ପାଲଟି ସାରିଛି । ରାତି ପାହିବା ଠାରୁ ନେଇ ପୁଣି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ । ଦେଶ ବିଦେଶର ଖବର ହେଉ କି ମନୋରଞ୍ଜନ ଏସବୁ ପାଇଁ ଲୋକେ ସୋସିଆଲ ମିଡିଆକୁ ବେଶ୍ ପସନ୍ଦ କରୁଛନ୍ତି । ଏହାସହ ନିଜ ଦୈନ ଦିନ…
Read More...

ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ଶୁଳ୍କ । ମନ୍ଦିର କମିଟିର ପକ୍ଷରୁ କେତେ ଟଙ୍କା ଧାର୍ଯ୍ୟ ହୋଇଛି…

କନକ ବ୍ୟୁରୋ : ଏଣିକି କେଦାରନାଥ ଓ ବଦ୍ରିନାଥ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ଟଙ୍କା । ଘୋଷଣା କରିଛନ୍ତି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି । ବର୍ତ୍ତମାନ ଯେଉଁ ସୂଚନା ମିଳିଛି, ସେହି ସୂଚନା ଆଧାରରେ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବ ।…
Read More...

ବ୍ରେଡ୍ ବିକି ଆଇଫୋନ୍ କିଣିଲେ ୧୨ବର୍ଷର ଝିଅ । ଅନ୍ୟଙ୍କ ପାଇଁ ପାଲଟିଲେ ଉଦାହରଣ

କନକ ବ୍ୟୁରୋ : ସମସ୍ତଙ୍କର କିଛି ନା କିଛି ସଉକ୍ ଥାଏ । କିଏ ଗାଡି କିଣିବାରେ ସଉକ୍ ରଖିଥାନ୍ତି ତ ଆଉ କିଏ ମୋବାଇଲ୍ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତି ସଉକ୍ ରଖିଥାନ୍ତି । ଆଉ ସଉକକୁ ପୂରା କରିବା ପାଇଁ ରୋଜଗାରରୁ କିଛି କିଛି ଟଙ୍କା ସଞ୍ଚୟ କରିଥାନ୍ତି । ଠିକ୍ ସେହିଭଳି ଏକ ଉଦାହରଣ ପାଲଟିଛନ୍ତି…
Read More...

ଚିରା ଫଟା ନୋଟକୁ କଣ କରିଥାଏ ବ୍ୟାଙ୍କ ? ନୋଟ ଦୁଇଖଣ୍ଡ ହୋଇଯାଇଥିଲେ ବ୍ୟାଙ୍କରେ ପରିବର୍ତ୍ତନ କରିପାରିବେ କି ନାହିଁ?…

କନକ ବ୍ୟୁରୋ : ସାଧାରଣତଃ ନୋଟ୍ ଫାଟିଗଲେ କିମ୍ବା ଚିରିଗଲେ ଆମେ ତାକୁ ନେଇ ବ୍ୟାଙ୍କରେ ପରିବର୍ତ୍ତନ କରାନେଇଥାଉ । କାହିଁକିନା ନୋଟ୍ ଟିକେ ବି ଚିରିଯାଇଥିଲେ ତାକୁ କୌଣସି ଲୋକ ଗ୍ରହଣ କରିନଥାନ୍ତି । କି ସେହି ନୋଟକୁ ସାଇତି ରଖାଯାଇ ପାରିନଥାଏ । ଏଭଳି ପରିସ୍ଥିତିରେ ଲୋକେ ଚିରା ନୋଟକୁ…
Read More...