Browsing Category

ଦେଶ ବିଦେଶ

କାଶ୍ମୀରରୁ ନେଇ ଦିଲ୍ଲୀ ଯାଏ, ସବୁଠି ପାଣି ଆଉ ପାଣି। ଅନେକ ସ୍ଥାନରେ ଭାସିଗଲା ରାସ୍ତା

କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ହୋଇଥିବା ପ୍ରବଳ ବର୍ଷା ପରେ ଅନେକ ଅଞ୍ଚଳରେ ଜଳମୟ ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଜାମ୍ମୁକାଶ୍ମୀରରୁ ନେଇ ହିମାଚଳ ଏହା ସହ ପଞ୍ଜାବ ଏବଂ ହରିୟାଣା.…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଜାଣନ୍ତୁ, କେବେ ସରୁଛି ତାଙ୍କ…

କନକ ବ୍ୟୁରୋ: ଦେଶର ୧୦ଟି ରାଜ୍ୟସଭା ସିଟରେ ଖୁବଶୀଘ୍ର ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ଆସନ୍ତା ଜୁଲାଇ ୨୪ ତାରିଖରେ ହେବ ମତଦାନ । ତେବେ ଏହି ୧୦ଟି ରାଜ୍ୟସଭା ସିଟ୍ ମଧ୍ୟରୁ ୬ଟି ପଶ୍ଚିମବଙ୍ଗରୁ ଥିବାବେଳେ, ଗୁଜରାଟରୁ ୩ଟି ଏବଂ ଗୋଆରୁ ଗୋଟିଏ ରାଜ୍ୟସଭା ସିଟ୍ ରହିଛି । ମିଳିଥିବା…
Read More...

IIT ଦିଲ୍ଲୀରେ ଛାତ୍ରଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମ ପଙ୍ଖାରେ ଝୁଲିପଡିଲେ । ବର୍ଷକରେ ୫ ଛାତ୍ରଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ଦିଲ୍ଲୀରେ ଛାତ୍ରଙ୍କ ଆତ୍ମହତ୍ୟା । ଇଞ୍ଜିନିୟରିଙ୍ଗ ଚତୁର୍ଥ ବର୍ଷ ଛାତ୍ର ଆୟୁଷ ହଷ୍ଟେଲ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡଛି । ରୁମରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାବେଳେ ପୁଲିସ ଏହାର ତଦନ୍ତ ଚଳାଇଛି । ଆଇଆଇଟି…
Read More...

ବିଶ୍ୱକପକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ଭବିଷ୍ୟବାଣୀ । କହିଲେ ଟିମ୍ ଇଣ୍ଡିଆ ସମେତ ଏହି ଟିମ୍ ଖେଳିପାରନ୍ତି…

କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଭାରତରେ ଖେଳାଯିବାକୁ ଥିବା ଏହି ଦିନିକିଆ ବିଶ୍ୱକପ ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ କ୍ରିକେଟ ମହାକୁମ୍ଭ । ପୂର୍ବରୁ ୮ଟି ଟିମ୍ ସିଧାସଳଖ…
Read More...

ମେକ୍ସିକୋର ସଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କଲା, ମସ୍ତିସ୍କକୁ ଖାଇଲା । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

କନକ ବ୍ୟୁରୋ: ମେକ୍ସିକୋର ସଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ତା’ର ମସ୍ତିସ୍କକୁ ଖାଇବା ପରେ ଖପୁରିକୁ ଆସଟ୍ରୋ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମେକ୍ସିକୋର ପୁଏବ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି । ଗତ ଜୁନ୍ ୨୯ ତାରିଖରେ ୩୨ ବର୍ଷୀୟ ଆଲଭାରୋ ନିଜ ପତ୍ନୀଙ୍କୁ ହତ୍ୟା…
Read More...

ଏନଡିଏରେ ସାମିଲ ହେବେ ଚିରାଗ ପାଶୱାନ, କ୍ୟାବିନେଟରେ ମିଳିବ କି ସ୍ଥାନ !

କନକ ବ୍ୟୁରୋ : କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଲଜେପି ମୁଖ୍ୟ ତଥା ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପଶୱାନଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହି ଭେଟ ପରେ ଏବେ ପୁଣିଥରେ ଚିରାଗ ପାଶୱାନ ଏନଡିଏରେ…
Read More...

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ଜାତୀୟ ପତାକାରୁ ପ୍ରେରଣା ନେଇ ଟ୍ରେନରେ ନୂଆ ରଙ୍ଗ ଦିଆଯାଇଥିବା…

କନକ ବ୍ୟୁରୋ : ବନ୍ଦେ ଭାରତ ଏକ୍ସ୍ରପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ସେମି ସ୍ପିଟ୍ ଏକ୍ସପ୍ରେସ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ, ଏବେ ଏକ ନୂଆ ରଙ୍ଗରରେ ନଜର ଆସିବ । ଗେରୁଆ ରଙ୍ଗରେ ରଙ୍ଗିନ ହୋଇଛି ଏହି ଟ୍ରେନ୍ । ଦେଶର ଜାତୀୟ ପତକାରୁ ଅନୁପ୍ରାଣିତ ହୋଇ ଟ୍ରେନକୁ ନୂଆ ଦିଆଯାଇଛି । ଖୁବ…
Read More...

ମଧ୍ୟପ୍ରଦେଶରେ ପରିବା ଶୋଭାଯାତ୍ରା, ବିଲାତିକୁ ଦିଆଗଲା କମାଣ୍ଡୋ ସୁରକ୍ଷା

କନକ ବ୍ୟୁରୋ : ମଧ୍ୟପ୍ରଦେଶର ରାୟସେନ ଠାରୁ ପରିବା ଦାମ ବୃଦ୍ଧିକୁ ନେଇ କଂଗ୍ରେସ ଏକ ନିଆରା ପ୍ରତିବାଦ କରିଛି । ଏହି କ୍ରମରେ କଂଗ୍ରେସ କର୍ମୀମାନେ କମାଣ୍ଡୋ ସୁରକ୍ଷା ସହ ଏକ ପରିବା ଶୋଭଯାତ୍ରା ବାହାର କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି କି ସରକାର ଦରବୃଦ୍ଧି…
Read More...

ବିଦ୍ରୋହୀ ବିଧାୟକ ପୁଣିଥରେ ନିଷ୍ପତ୍ତିର ପୁନଃବିଚାର କରିପାରିବେ, ସେଥିରେ ସମସ୍ୟା ନାହିଁ : ଶରଦ ପାୱାର

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ସିନ୍ଦେ ସରକାରରେ ଅଜିତ ପାୱାର ସାମିଲ ହେବା ପରେ ଏନସିପିରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଅଜିତ ପାୱାର ଏନସିପି ପାର୍ଟି ଓ ଚିହ୍ନକୁ ନିଜ ପକ୍ଷରେ ରଖିବାକୁ ସବୁ…
Read More...

ମୌସୁମୀ ବର୍ଷାରେ ବେହାଲ ଅଧା ଭାରତ । ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ହିମାଚଳରେ ଭୂସ୍ଖଳନ କାରଣରୁ…

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ମୁତାବକ ଦେଶର ଏଭଳି ୮ଟି ରାଜ୍ୟ ରହିଛି ଯେଉଁଠି ଅଧିକାରୀ ଭାବେ ବନ୍ୟା ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ଦେଖା ଦେଇଥିବା ରାଜ୍ୟଗୁଡିକ ମଧ୍ୟରେ…
Read More...