Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତରେ ଆସିପାରେ ଖୁସି ଖବର । ବଢିବ ଭାରତୀୟ ନୌସେନାର ବଳ । ଭାରତୀୟ ନୌସେନାକୁ…

କନକ ବ୍ୟୁରୋ: ପୁଣି ବଢିବ ଭାରତୀୟ ନୌସେନାର ବଳ । ଡରିବେ ଭାରତର ପଡୋଶୀ ଶତ୍ରୁ । ଗତ କିଛି ବର୍ଷ ଧରି ସୀମାରେ ଆହୁରି ସଶକ୍ତ ହେଉଥିବା ଭାରତୀୟ ନୌସେନାର ବଳ ଆହୁରି ଅଧିକ ବଢିବାକୁ ଯାଉଛି । ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ଆସିବାକୁ ଯାଉଛି ଆଉ ୨୬ଟି ରାଫେଲ ବିମାନ । ସମ୍ଭବତଃ…
Read More...

ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ମହାରାଷ୍ଟ୍ରରେ ପାୱାର ପଲିଟିକ୍ସ । ଅର୍ଥ ମନ୍ତ୍ରାଳୟକୁ ନେଇ ଛିଡୁନି ଅଙ୍କ? କିଏ ହେବ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘମାସନ ଭିତରେ ପାୱାର ପଲିଟିକ୍ସର ଗେମ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ହେଇସାରିଥିବାବେଳେ, ଏବେ ବିଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଉଁ ନେତା କେଉଁ ବିଭାଗ ପାଇବେ?…
Read More...

୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି : ୧୮ରେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏର ବୈଠକ; ବିହାରରୁ ୩ ଦଳର ନେତା…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରସ୍ତୁତି । ୧୮ ତାରିଖରେ ଦିଲ୍ଲୀରେ ଏହି ବୈଠକ ବସିବ । ବିରୋଧୀ ଏକାଠି ହୋଇ ପାଟନା ପରେ ଏବେ ବେଙ୍ଗାଲୁରୁରେ ବୈଠକ କରିବାକୁ ଯାଉଛନ୍ତି । ଆଉ ଏହାରି ଭିତରେ ଏନଡିଏ ମଧ୍ୟ ବୈଠକ ପାଇଁ ପ୍ରସ୍ତୁତି…
Read More...

ପଶ୍ଚିମବଙ୍ଗର ୬୦୪ ବୁଥରେ ଆଜି ସାନି ନିର୍ବାଚନ : ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ ପରେ ପୁଣି ମତଦାନ ପାଇଁ ରାଜ୍ୟ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଶନିବାର ହୋଇଥିବା ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଆଜି ପୁଣି ହିଂସାକାଣ୍ଡ ଘଟିଥିବା ୬୦୪ ବୁଥରେ ସାନି ନିର୍ବାଚନ ହେବ । ନଦିଆ ପୁରଲିଆ, ମାଲଦା, ମୁର୍ଶିଦାବାଦ, ବୀରଭୂମି, ଜଲପାଇଗୁଡି,…
Read More...

ବିଶ୍ୱକପକୁ ବୟକଟ୍ କରିବାକୁ ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ଧମକ । କହିଲେ, ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ…

କନକ ବ୍ୟୁରୋ: ଆସନ୍ତା ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ଆଉ ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ…
Read More...

ଦିଲ୍ଲୀରେ ଲାଗୁ ହେବ ଗୁଜରାଟର ଆଇନ୍ ! କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନୂଆ ଆଇନ୍ ପାଇଁ ସୁପାରିଶ କଲେ ଦିଲ୍ଲୀ ଉପରାଜ୍ୟପାଳ…

କନକ ବ୍ୟୁରୋ: ଦିଲ୍ଲୀରେ ଲାଗୁହେବ ଗୁଜରାଟର ଆଇନ୍ । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’ ଲାଗୁ କରିବାକୁ ସୁପାରିଶ କରିଛନ୍ତି । ଏ ସମ୍ପର୍କରେ ସେ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ…
Read More...

ବର୍ଷାର ପ୍ରକୋପ ଜାରି । ବଦ୍ରିନାଥ ଜାତୀୟ ରାଜପଥ, ଅଟଳ ଟନେଲ ବନ୍ଦ

କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷ ୪୧ ବର୍ଷର ରେକର୍ଡ ଭାଙ୍ଗିିସାରିଥିବା ବେଳେ ଅନ୍ୟପଟେ ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ସମେତ ପଞ୍ଜାବ, ହରିୟାଣା…
Read More...

ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି । ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ…
Read More...

ସ୍ତ୍ରୀକୁ ପଢେଇବାକୁ ଜମି ବିକିଲେ, ନିଜେ ଚାକର ଭଳି ଖଟିଲେ, କନଷ୍ଟେବଳ ଚାକିରି ପାଇବା ପରେ ଭୁଲିଗଲା ସ୍ତ୍ରୀ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୟାଗରାଜ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଘରେ ବୁଢି ଶାଶୁ କାନ୍ଦି କାନ୍ଦି ବେହଲା ହେଲେଣି । ସ୍ୱାମୀ ବି ଘୋର ଚିନ୍ତାରେ । ହେଲେ ଚାକିରି କରିବା ପରେ ଘରକୁ ଆସିବାକୁ ମନା କରୁଛି ସ୍ତ୍ରୀ । ସ୍ତ୍ରୀକୁ ପଢାଇବାକୁ…
Read More...

ହିମାଚଳ ପ୍ରଦେଶରେ ହାହାକାର। ମଣ୍ଡି ବଜାର ନିକଟରେ ଭାସିଗଲା ୪୦ ବର୍ଷ ପୁରୁଣା ବ୍ରିଜ

କନକ ବ୍ୟୁରୋ: ସାରା ଦେଶରେ ମୌସୁମୀ ବର୍ଷା ଜାରିରହିଛି । ଲଗାତର ବର୍ଷା ଅନେକ ରାଜ୍ୟରେ ବଡ ବିପଦ ଆଣିଦେଇଛି । ହିମାଚଳପ୍ରଦେଶର ମଣ୍ଡିବଜାରରେ ଅଟୋ ବାଇପାସରେ ଏକ ୪୦ ବର୍ଷ ପୁରୁଣା ବ୍ରିଜ ବ୍ୟାସ ନଦୀରେ ବୋହିଯାଇଛି । ବ୍ରିଜ ନଦୀରେ ଭାସିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ…
Read More...