Browsing Category

ଦେଶ ବିଦେଶ

ବିଜେପି ନେତା ଓ କଂଗ୍ରେସ ନେତ୍ରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ । ବିଜେପି ନେତା ଦିଲ୍ଲୀପ ଘୋଷ…

କନକ ବ୍ୟୁରୋ : ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିଜେପି ନେତା ଦିଲ୍ଲୀପ ଘୋଷ । ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବା ପରେ ଦିଲ୍ଲୀପଙ୍କୁ ଏବେ ନୋଟିସ ପଠାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତ ଇସି । ନିକଟରେ ଟିଏମସିର ଏକ…
Read More...

ପାଖଉଛି ନିର୍ବାଚନ, ଜୋରଦାର ହେଉଛି ଦଳଗୁଡିକର ପ୍ରଚାର । ଇଣ୍ଡିଆ ମେଂଟକୁ ଟାର୍ଗେଟ କରି ବିଜେପି ଜାରି କଲା…

କନକ ବ୍ୟୁରୋ : ଇଣ୍ଡି ଆଲାଏନ୍ସ ମେ ଫାଇଟ । ମେ ହିଁ ଦୁଲ୍ଲା ହୁଁ ରାଇଟ୍ । ନିର୍ବାଚନ ପାଇଁ ଇଏ ହେଉଛି ବିଜେପି ନୂଆ ପ୍ରଚାର ଭିଡିଓ । ବିଜେପି ଅଫିସିଆଲ ପେଜରେ ଏଭଳି ଏକ ଭିଡିଓ ପୋଷ୍ଟ ହେବାରେ ଖୁବ ଚର୍ଚ୍ଚା ସାଉଁଟିଛି । ଏଥରକ ବିିଜେପି ଜଣେ ଜଣେ କରି ବିରୋଧୀ ଦଳଙ୍କୁ ଟାର୍ଗେଟ ନକରି…
Read More...

କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକାର ଟିପ୍ପଣୀ, ଅସନ୍ତୋଷ ପ୍ରକାଶ କଲା ଭାରତ । ଆମେରିକା ରାଷ୍ଟ୍ରଦୁତଙ୍କୁ ସମନ ପଠାଇ…

କନକ ବ୍ୟୁରୋ : ଆମେରିକା ଉପରେ ଭାରତ ଖପ୍ପା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଆମେରିକା ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରିନି ଭାରତ । ବୁଧବାର ଆମେରିକା ରାଷ୍ଟ୍ରଦୂତ ଗ୍ଲୋରିଆ ବର୍ବନାଙ୍କୁ ଡକାଇ ତଲବ କରିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ଆମ୍ ଆଦମୀ ପାର୍ଟି…
Read More...

ଜେଲ ଭିତରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । କାଲି ଇଡି ବିରୋଧରେ କୋର୍ଟରେ…

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାକୁ ନେଇ ଉଠୁଛି ପଡୁଛି ଦିଲ୍ଲୀ । ଯେବେଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ସେବେଠୁ ରାଜଧାନୀରେ ହୁଲୁସ୍ତୁଲୁ ପରିସ୍ଥିତି ଜାରି ରହିଛି । ଏହା ଭିତରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ…
Read More...

ଇଡି ହେପାଜତରେ ରହିବେ କେଜ୍ରିୱାଲ । ତଳ କୋର୍ଟ ପରେ ହାଇକୋର୍ଟରୁ ବି ମିଳିଲା ନାହିଁ ଆଶ୍ୱସ୍ତି

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ । କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆବେଦନକୁ…
Read More...

ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ବିଜେପିରେ ଯୋଗଦେଲେ ଜଣେ ବିଧାୟକ ଓ ଜଣେ ସାଂସଦ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଜଳନ୍ଧର ସାଂସଦ ସୁଶିଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାମ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପହଂଚି ବିଜେପିର ସଦସ୍ୟତା ଗ୍ରହଣ…
Read More...

ଆଇଆରଡିଏଆଇ ଜାରି କଲା ନୂଆ ଗାଇଡଲାଇନ । ଏବେ ବୀମା ପଲିସି ସରେଣ୍ଡର କଲେ ମିଳିବ ଅଧିକ ଟଙ୍କା

କନକ ବ୍ୟୁରୋ : ବୀମା କ୍ଷେତ୍ରରେ ଏବେ ବିଶେଷ କିଛି ପରିବର୍ତନ କରାଯାଇଛି । ଲୋକଙ୍କ ଆବଶ୍ୟକତା ଓ ବୀମାଭୂକ୍ତ ବ୍ୟକ୍ତି କିଭଳି ଅଧିକ ଲାଭ ପାଇପାରିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ବିଶେଷ କରି ବୀମା ପଲିସି…
Read More...

ଗିରଫ ହେବେ କି ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଇଡି ପଠାଇଲା ନୋଟିସ

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଓ ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ନୋଟିସ କରିଛି । ଏହି ଦୁଇଜଣଙ୍କୁ ମାର୍ଚ୍ଚ ୨୮ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ଏହା ପୂର୍ବରୁ ‘ଫେମା’ ମାମଲାରେ ପଚରା ଉଚରା ପାଇଁ ହୀରାନନ୍ଦାନୀ ଗ୍ରୁପର ପ୍ରମୋଟର୍ସ ନିରଞ୍ଜନ…
Read More...

ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲେ ସୁନିତା କେଜ୍ରିୱାଲ । କହିଲେ, ମିଛ ମାମଲାର ମୁଖା ଖୋଲିଦେବେ ଦିଲ୍ଲୀ…

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ସୁନିତା କେଜ୍ରିୱାଲଙ୍କ ଚେତାବନୀ । ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କଥା ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖିଲେ ପତ୍ନୀ ସୁନୀତା । କହିଲେ, ମିଛ ମାମଲାର ମୁଖା ଖୋଲିଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି…
Read More...

ନିଖୋଜ ଥିବା ନେପାଳ ମେୟରଙ୍କ ଝିଅର ସନ୍ଧାନ ମିଳିଲା । ଓଶୋ ଆଶ୍ରମରେ ଧ୍ୟାନ କରିବାକୁ ଆସିଥିଲେ । ଗୋଆରେ ହେଇଥିଲେ…

ଏହି ଝିଅ ଜଣକ ନେପାଳର ଧାନଗରୀର ମେୟର ଗୋପାଳ ହାମଲଙ୍କ ଝିଅ ଆରତୀ ହାମଲ ବୋଲି ଜଣାପଡିଛି । ସେ ଗତ କିଛି ମାସ ଧରି ଓଶୋ ଆଶ୍ରମରେ ରହୁଥିଲେ । ତାଙ୍କୁ ଶେଷଥର ପାଇଁ ସୋମବାର ରାତିରେ ଅଶ୍ୱିମ୍ ବ୍ରିଜ୍ ନିକଟରେ ଦେଖିବାକୁ ମିଳିଥିଲା। ନେପାଳରୁ ଗୋଆ ପରିଦର୍ଶନ କରିବାକୁ ଆସିଥିବା ଜଣେ ଝିଅ…
Read More...