Browsing Category

ଦେଶ ବିଦେଶ

ବିହାରରେ ମଜବୁତ ହେଲା ଇଣ୍ଡିଆ ମେଣ୍ଟ । ମେଣ୍ଟରେ ସାମିଲ ହେଲେ ମୁକେଶ ସାହାଣୀ

କନକ ବ୍ୟୁରୋ : ବିହାରରେ ମହାମେଣ୍ଟରେ ଆସନ ବୁଝାମଣା ସରିଛି । ମାତ୍ର କିଛି ଦିନ ହେବ ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କର ବିରୋଧୀଦଳ ନେତା ତେଜସ୍ୱୀ ଯାବଙ୍କ ସହ ଆଲୋଚନା ଚାଲିଥିଲା । ଏହି କ୍ରମରେ ଆଜି ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି । ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ…
Read More...

ଭାରତର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ, ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଜାତୀୟ…

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ କହିଛନ୍ତି, ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରିବୁ । ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କୁ ମୁହଁତୋଡ…
Read More...

ଦୁଷ୍କର୍ମ ପୀଡିତାଙ୍କୁ ଯୁକ୍ତ ୨ ପରୀକ୍ଷା ଦେବାରୁ ବଞ୍ଚିତ କଲା ସ୍କୁଲ । ସ୍କୁଲ କର୍ତ୍ତୃପକ୍ଷ କହିଲେ …

କନକ ବ୍ୟୁରୋ : ରାଜସ୍ଥାନରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଭିଯୋଗ କରିଛନ୍ତି କି, ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲ ତରଫରୁ ତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ବଞ୍ଚିତ କରାଯାଇଛି । ଏହି ଛାତ୍ରୀ ଜଣଙ୍କ ସହ ଗତବର୍ଷ ସାମୁହିକ ବଳକ୍ରାର କରାଯାଇଥିଲା । ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ…
Read More...

ବ୍ଲୁ ଇକୋନୋମି କ’ଣ ? ଯାହା ପାଇଁ ASEAN ନେତାମାନେ ଚୀନ୍ ଚକ୍କର କାଟୁଛନ୍ତି ?

ଚୀନ୍ ଏବଂ ASEAN ଦେଶ ମଧ୍ୟରେ ସମ୍ପର୍କ ବେଶ ପୁରୁଣା । ୧୯୯୧ ମସିହାରେ କୁଆଲାଲମ୍ପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚୀନ୍‌ର ତତ୍କାଳୀନ ବୈଦେଶିକ ମନ୍ତ୍ରୀ କିୟାନ୍ କିଚେନ୍ ଅଂଶଗ୍ରହଣ କରିବାବେଳେ ସେମାନେ ଆରମ୍ଭ କରିଥିଲେ । ସେବେଠାରୁ, ASEAN ଏବଂ ଚୀନ୍ ମଧ୍ୟରେ ୩୦ ବର୍ଷରୁ ଅଧିକ ସମ୍ପର୍କ…
Read More...

ଆଉ ଏଟିଏମ କାର୍ଡର ଆବଶ୍ୟକତା ପଡିବନି, ଖୁବଶୀଘ୍ର ୟୁପିଆଇ ଜରିଆରେ କରିପାରିବେ ଟଙ୍କା ଡିପୋଜିଟ୍ । ବଡ ଘୋଷଣା କଲା…

କନକ ବ୍ୟୁରୋ : ୟୁପିଆଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବଡ ଘୋଷଣା କରିଛି । ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ଆଗକୁ ବଡ ସୁବିଧା ମିଳିବାକୁ ଯାଉଛି । ଯେଉଁ ସୁବିଧା ଅନୁଯାୟୀ, ୟୁପିଆଇ ଜରିଆରେ ଆକାଉଣ୍ଟରେ ଟଙ୍କା ଜମା କରିହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ…
Read More...

ହାଇକୋର୍ଟର ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ମଦ୍ରାସା ଛାତ୍ରଙ୍କୁ ପୂର୍ବଭଳି ମିଳିବ ସରକାରୀ…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ ଉତ୍ତର ପ୍ରଦେଶର ୨୫ ହଜାର ମଦ୍ରାସାରେ ପଢୁଥିବା ୧୭ଲକ୍ଷ ଛାତ୍ରଙ୍କୁ ଆଶ୍ୱସ୍ତ କରିଛନ୍ତି । କୋର୍ଟ ଉତ୍ତରପ୍ରଦେଶ ମଦ୍ରାସା ନିୟମ ୨୦୦୪ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ମଦ୍ରାସା…
Read More...

ଦାଢି କାଟିଲେ ଲୋକଙ୍କୁ ଭୋଟ ମାଗିଲେ ପ୍ରାର୍ଥୀ । କହିଲେ , ‘ମାଗଣାରେ ଦାଢି କାଟିଲି ମୋତେ ଭୋଟ୍ ଖଣ୍ଡେ ଦେବ’ ।

କନକ ବ୍ୟୁରୋ: ଏବେ ଚାରିଆଡେ ନିର୍ବାଚନ ମାହୋଲ । କିଏ କେଉଁ ଉପାୟରେ ଭୋଟରଙ୍କୁ ମନାଇବ ତାକୁ ନେଇ ଚାଲିଛି ପ୍ରତିଯୋଗିତା । ସେମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମନାଥପୁର ଅଞ୍ଚଳରେ । ଏଠି ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଜଣଙ୍କ ସାଇକେଲରେ ଘର ଘର ବୁଲୁଛନ୍ତି ।…
Read More...

ଇରାନରେ ଆତଙ୍କବାଦୀ ଆକ୍ରମଣ,  ୨୭ ଜଣଙ୍କର ମୃତ୍ୟୁ । ୧୧ ଜଣ ସୁରକ୍ଷା କର୍ମୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ଜୈସ-ଅଲ-ଅଦଲ ଗୋଷ୍ଠୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରାତିସାରା ଚାବାହାର ଏବଂ ରୁସ୍କ ସହରରେ ସଂଘର୍ଷ ଘଟିଥିଲା । ଡେପୁଟି ଆଭ୍ୟନ୍ତରୀଣ ମନ୍ତ୍ରୀ ମାଜିଦ୍ ମିରହାମାଡି କହିଛନ୍ତି ଯେ ଆତଙ୍କବାଦୀମାନେ ରାବକରେ ଚାବାହାର ଏବଂ ଗାର୍ଡ ମୁଖ୍ୟାଳୟକୁ କବଜା କରିବା ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ…
Read More...

ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ସଞ୍ଜୟ ସିଂ, କହିଲେ କାମ…

କନକ ବ୍ୟୁରୋ : ଜେଲରୁ ଜାମିନରୁ ମୁକୁଳିବା ପରେ ମୁହଁ ଖୋଲିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ କହିଛନ୍ତି, ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଲୋକଙ୍କ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ…
Read More...

ଆହୁରି ସହଜ ହେବ କ୍ୟାନ୍ସର ଚିକିତ୍ସା । ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ‘ସିଆରଟି-ସେଲ’ର ହେଲା ଶୁଭାରମ୍ଭ ।

କନକ ବ୍ୟୁରୋ: ମୁମ୍ବାଇ ଠାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଦେଶୀ ସିଆରଟି ସେଲ ଥେରାପୀର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି ,ଏହା ଭାରତ ତଥା ମାନବ ସମାଜ ପାଇଁ ବଡ ଉପଲବ୍ଧି । ଆଇଆଇଟି ମୁମ୍ବାଇ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା…
Read More...