Browsing Category

ଦେଶ ବିଦେଶ

ବୋରୱେଲରୁ ଉଦ୍ଧାର ହେଲା ଶିଶୁ । କର୍ଣ୍ଣାଟକ ବିଜୟପୁରାରେ ଖେଳୁଥିବା ବେଳେ ଖସିପଡ଼ିଥିଲା, ୨୦ ଘଣ୍ଟାର ଅପରେସନ ପରେ…

କନକ ବ୍ୟୁରୋ : ୨୦ ଘଂଟାର ଅପରେସନ ପରେ ଉଦ୍ଧାର ହେଲା ବୋରୱେଲରେ ଫଶିଥିବା ଶିଶୁ । କର୍ଣ୍ଣାଟକ ବିଜୟପୁରାରେ ୨୦ ଫୁଟର ବୋରୱେଲରେ ପଡିଯାଇଥିଲା ଦେଢ଼ ବର୍ଷର ଶିଶୁ । ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ଶିଶୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖିଛନ୍ତି…
Read More...

ଭୂମିକମ୍ପ ପରେ ତାଇୱାନରେ ଉଦ୍ଧାରକାର୍ଯ୍ୟ ଜୋରଦାର । ଭୁଶୁଡ଼ିଲା ଶହେରୁ ଅଧିକ କୋଠା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

କନକ ବ୍ୟୁରୋ : ଭୟଙ୍କର ହୋଇ ପଡିଛି ତାଇୱାନର ସ୍ଥିତି । ଶକ୍ତିଶାଳୀ ଭୂ-କମ୍ପରେ ଥରି ଉଠିଛି ଛୋଟିଆ ଦେଶ ତାଇୱାନ୍ । ବୁଧବାର ସକାଳୁ ରାଜଧାନୀ ତାଇପେଇର ବିଭିନ୍ନ ସ୍ଥାନରେ ଭୟଙ୍କର ଭୂମିକମ୍ପରେ ବଡ ଧରଣର କ୍ଷୟକ୍ଷତି ହୋଇଛି । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି…
Read More...

ଗୋଟିଏ ଦିନରେ କଂଗ୍ରେସକୁ ଡବଲ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ମୁଖପାତ୍ର ଗୌରବ ବଲ୍ଲଭ, କହିଲେ ଦେଇପାରିବେନି ସନାତନ…

କନକ ବ୍ୟୁରୋ : କଂଗ୍ରେସ ଛାଡିବାର କେଇ ଘଂଟା ମଧ୍ୟରେ ପଦ୍ମ ଧରିଲେ ଗୌରବ ବଲ୍ଲଭ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପି ସାମିଲ ହୋଇଛନ୍ତି ଗୌରବ । ସନାତନ ଧର୍ମ ବିରୋଧି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଖଡଗେଙ୍କୁ ଚିଠି ଲେଖିବା ସହ କଂଗ୍ରେସ…
Read More...

କଂଗ୍ରେସରୁ କିଏ ଲଢ଼ିବ ଆମେଠି ନିର୍ବାଚନ ? ସଙ୍କେତ ଦେଲେ ରବର୍ଟ ଭଦ୍ରା…

କନକ ବ୍ୟୁରୋ : ଉତରପ୍ରଦେଶ ଆମେଠି ଆସନରେ ଦେଖିବାକୁ ମିଳିପାରେ ବଡ଼ ଲଢେଇ । ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀଙ୍କ ବଦଳରେ ଏହି ଆସନରୁ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ । ଲୋକସଭା ନିର୍ବାଚନ ପାଇଁ ରାଜନୀତି ଜୋର ଧରିଥିବା ବେଳେ ରର୍ବଟ ଭଦ୍ରାଙ୍କ ବୟାନ ଏହି…
Read More...

କଚାତିବୁ ଦ୍ୱୀପ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା । କହିଲା, ଭାରତରେ ଆଭ୍ୟନ୍ତରୀଣ ବିତର୍କ ଚାଲିଛି, ଏନେଇ…

କନକ ବ୍ୟୁରୋ : କଚାତିବୁ ଦ୍ୱୀପକୁ ନେଇ ବିବାଦ ବଢ଼ୁଥିବା ବେଳେ ଶ୍ରୀଲଙ୍କା ମୁହଁ ଖୋଲିଛି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ପ୍ରତିକ୍ରିୟା ରଖି କହିଛନ୍ତି ଯେ, “କୌଣସି ବିବାଦ ନାହିଁ, ବରଂ ଭାରତରେ ଏନେଇ ଏକ ଆଭ୍ୟନ୍ତରୀଣ ବିତର୍କ ଚାଲିଛି । ଏହାକୁ ଛାଡ଼ିଲେ, କାଚାତିବୁ ଉପରେ କେହି…
Read More...

ନିର୍ବାଚନୀ ସତ୍ୟପାଠରେ ରାହୁଲ ଦର୍ଶାଇଲେ ସମ୍ପତ୍ତି ତାଲିକା । ଜାଣନ୍ତୁ ରାହୁଲଙ୍କ ନାମରେ ରହିଛି କେତେ ମୂଲ୍ୟର…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାଏନାଡରୁ ନାମାଙ୍କନ ଭରିଛନ୍ତି । ଏଥିରେ ରାହୁଲ ନିଜର ସମ୍ପତି ନେଇ ସତ୍ୟପାଠରେ ସୂଚନା ଦେଇଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, “ତାଙ୍କ ପାଖରେ ୨୦ କୋଟି ଟଙ୍କାର ମୋଟ୍ ସମ୍ପତି ରହିଛି । ଏଥିରୁ ୯ କୋଟି ୨୪ ଲକ୍ଷ ଟଙ୍କାର…
Read More...

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପ୍ରସଙ୍ଗରେ ମୁଣ୍ଡ ପୁରାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରେ ରହିପାରିବେ । ଏହି ପ୍ରସଙ୍ଗରେ କୋର୍ଟ ହସ୍ତକ୍ଷେପ କରିବାକୁ ପୁଣି ଥରେ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ…
Read More...

ସ୍ୱଳ୍ପ ଖର୍ଚ୍ଚରେ ହୋଇପାରିବ କର୍କଟ ଚିକିତ୍ସା । ସିଏଆର ଟି-ସେଲ ଥେରାପିର ଲଂଚ୍ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ସାରା ବିଶ୍ୱ ପାଇଁ କର୍ଳଟ ରୋଗ ଏବେ ଚିନ୍ତାର କାରଣ ପାଲଟିଛି । କର୍କଟ ରୋଗରେ ପୀଡିତ ଲୋକଙ୍କ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତ କର୍କଟ ରୋଗର ବିଳମ୍ବିତ ଚିକିତ୍ସା ପାଇଁ ମୃତ୍ୟୁହାର କମିବାରେ ଲାଗିଛି । ଦେଶର ସର୍ବାଧିକ କର୍ଳଟ ରୋଗୀଙ୍କର ଚିକିତ୍ସା ଶେଷ…
Read More...

ରକ୍ଷା କ୍ଷେତ୍ରରେ ଆଉପାଦେ ଆଗେଇଲା ଦେଶ, ବାଲେଷ୍ଟିକ ମିସାଇଲର ପରୀକ୍ଷଣ ହେଲା ସଫଳ

କନକ ବ୍ୟୁରୋ : ଭାରତୀୟ ସେନାର ଷ୍ଟାଟେଜିକ ଫୋର୍ସେସ କମାଣ୍ଡ ତରଫରୁ ଡିଆଡିଏ ସହିତ ମିଳିତ ଭାବେ ନୂଆ ପୀଢିର ବାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ଓଙ୍ଗିଶାର ଡ,ଏପିଜି ଅବ୍ଦୁଲ କଲାମ ଦ୍ୱୀପରୁ ହୋଇଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ପରିବହନ କରିବାର କ୍ଷମତା ରଖିଛି…
Read More...

ଫୁଲରେ ନୁହେଁ ଚିପ୍ସ ଓ କୁରକୁରେରେ ସଜାହୋଇଛି ବରର ଗାଡି । ଭିଡିଓ ହେଲା ଭାଇରାଲ

କନକ ବ୍ୟୁରୋ : ଭାରତ ଏପରି ଏକ ଦେଶ ଯେଉଁଠି ବିବାହ ପର୍ବକୁ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ଭୋଜିଭାତଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ, ବହୁ ଆଡମ୍ବରରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ । ଘର ସଜ୍ଜା ଯାଇଥାଏ, ନାଚ ଗୀତର ଆସର ଜମିଥାଏ । ଫଟୋ ସୁଟ୍ ବି ହୁଏ । ଆଉ ସବୁଠୁ ଅଧିକ ଆକର୍ଷଣ…
Read More...