Browsing Category

ଦେଶ ବିଦେଶ

ପୁଣି ଡରାଇଲାଣି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ । ୩୧ ମାର୍ଚ୍ଚ ଯାଏ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରତିବନ୍ଧକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରିଛନ୍ତି ଡିଜିସିଏ । ଡିଜିସିଏ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ…
Read More...

ଚର୍ଚ୍ଚାରେ ରାହୁଲଙ୍କ ଏହି ଆବ୍ସ ଏବଂ ବାଇସେପ୍ସ ଫଟୋ । ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଅନେକ ନେତା-ମନ୍ତ୍ରୀ…

ଗତ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସମୁଦ୍ରରେ ମତ୍ସ୍ୟଜୀବିଙ୍କ ସହ ପହଁରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ରାହୁଲ ଗାନ୍ଧିଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରାହୁଲଙ୍କ ବାଇସେପ୍ସ…
Read More...

ନାଇଜେରିଆରେ ୩ଶହ ସ୍କୁଲ ଝିଅ ନିଖୋଜ୍ । କୁହାଯାଉଛି, କିଛି ବନ୍ଧୁକଧାରୀ କରିନେଇଛନ୍ତି ଅପହରଣ

ଶୁକ୍ରବାର ବଡ଼ି ଭୋର୍‌ ସମୟରେ ଉତ୍ତର ନାଇଜେରିଆସ୍ଥିତ ଏକ ବିଦ୍ୟାଳୟରେ ବନ୍ଧୁକଧାରୀଙ୍କର ଗୋଟାଏ ବଡ଼ ଦଳ ଚଢ଼ାଉ କରିବା ପରେ ଅନେକ ବାଳିକା ନିଖୋଜ ହୋଇଥିବା କଥା ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି । ପ୍ରାପ୍ତ ତଥ୍ୟାନୁସାରେ, ଉତ୍ତର ନାଇଜେରିଆର ଜାମ୍ଫାରା ରାଜ୍ୟରେ ଥିବା ‘ଗଭର୍ଣ୍ଣମେଣ୍ଟ୍‌…
Read More...

ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା

ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ସରକାରଙ୍କ…
Read More...

୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି…
Read More...

୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ…

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର କରୋନା ଟିକା । ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ଏହି ଟିକା ପାଇବା ପାଇବା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି । କାରଣ, ଏପର୍ଯ୍ୟନ୍ତ ମାତ୍ର କିଛି ଅଂଶ ଲୋକଙ୍କୁ ଦିଆଯାଇଛି ଟିକା । ଏସବୁ ଭିତରେ…
Read More...

ପେଟ୍ରୋଲ, ଡିଜେଲ କଷ୍ଟକୁ ବଳିଗଲା ଏଲପିଜି । ମାସକରେ ତିନି ଥର ଦର ବଢ଼ିବା ପରେ ସାରାଦେଶରେ ଜୋରଦାର ପ୍ରତିବାଦ ।

କନକ ବ୍ୟୁରୋ: ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କଷ୍ଟଠାରୁ ବଳି ଯାଇଛି ଏଲପିଜି ଦର ବୃଦ୍ଧି । ଦେଶର ପ୍ରାୟ ଅଧିକାଂଶ ପରିବାର ଏବେ ରୋଷେଇ ପାଇଁ ଏଲପିଜି ଉପରେ ନିର୍ଭର କରୁଥିବାବେଳେ ମନଇଛା ଦର ବୃଦ୍ଧି କରି ଚାଲିଛନ୍ତି ତୈଳ କମ୍ପାନୀ । ମାସକରେ ତିନି ଥର ବଢ଼ିଲାଣି ଗ୍ୟାସ ସିଲିଣ୍ଡର ଦର ।…
Read More...

ଭାରତ-ପାକିସ୍ତାନ ସୀମାରେ ଶାନ୍ତି ପାଇଁ ସହମତିକୁ ସ୍ୱାଗତ କଲା ଆମେରିକା । କହିଲା, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ…

କନକ ବ୍ୟୁରୋ: ଦୀର୍ଘ ଦିନ ହେବ ଭାରତ, ପାକିସ୍ତାନ ଓ ଚୀନ ସୀମାରେ ଅଶାନ୍ତି ଲାଗି ରହିଥିଲା । ହେଲେ, ଅଚାନକ ଏଥିରେ ପରିବର୍ତନ ଆସିଛି । ଭାରତ, ଚୀନ ଓ ପାକିସ୍ତାନ ତିନି ରାଷ୍ଟ୍ର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଯାହାକି ଦକ୍ଷିଣ ଏସିଆରେ ଶାନ୍ତି…
Read More...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।

କନକ ବ୍ୟୁରୋ: ଲଢ଼େଇ ପାଇଁ ମୋଦି ପ୍ରସ୍ତୁତ, ଲଢ଼େଇ ପାଇଁ ଦିଦି ବି ପ୍ରସ୍ତୁତ । ବାକି ଥିଲା ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା, ଆଜି ତାହା ବି ହୋଇଗଲା । ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ନିର୍ବାଚନ । ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ…
Read More...

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ.…

କନକ ବ୍ୟୁରୋ : କରୋନା କାଳରେ ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ ବଡ ଲଢେଇ ପାଇଁ ବିଗୁଲ ବାଜିଛି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଦେଶ ପାଇଁ ୮ଟି…
Read More...