Browsing Category

ଦେଶ ବିଦେଶ

ପୁଡୁଚେରୀରେ ଭାଙ୍ଗିବ କି କଂଗ୍ରେସ ସରକାର । ରାହୁଲଙ୍କ ଗସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ । ଇସ୍ତଫା…

କନକ ବ୍ୟୁରୋ : ଦେଶର ମାନଚିତ୍ରରୁ କଂଗ୍ରେସ ଶାସିତ ରାଜ୍ୟ ଦିନକୁ ଦିନ କମିବାରେ ଲାଗିଛି । ମଧ୍ୟପ୍ରଦେଶ ପରେ ଏବେ ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବ ବୋଲି ଆଶଂକା କରାଯାଉଛି । ବୁଧବାର ଦିନ କଂଗ୍ରେସର ଯୁବନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ…
Read More...

ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ  ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି…

କନକ ବ୍ୟୁରୋ : ମଙ୍ଗଳବାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବସନ୍ତ…
Read More...

ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ…

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ସହରି ଗରିବ ଲୋକଙ୍କ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରୀ ଗରିବ ମାନଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବେ ମମତା ସରକାର । ଗରିବ ଲୋକମାନେ ମାତ୍ର ୫ ଟଙ୍କା…
Read More...

ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  ।…

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ…
Read More...

କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ଆଜିକାଲି ଆମେ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବା କୌଣସି ସ୍ଥାନକୁ କିଭଳି ଯାତ୍ରା କରିବା ବୋଲି ଭାବୁଛନ୍ତି ତାହେଲେ ଆମେ ସାଧାରଣତ ଗୁଗୁଲ ମ୍ୟାପର ବ୍ୟବହାର କରିଥାନ୍ତି । ଆଜାକାଲି ଗୁଗୁଲ ମ୍ୟାପର ଚାହିଦା ବି ବଢି ଚାଲିଛି । କିନ୍ତୁ ଯଦି ଆପଣ ଡ୍ରାଇଭିଙ୍ଗ…
Read More...

କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ

ପୁଣି ସାମ୍ନକୁ ଆସିଲା ଇବୋଲା ଆତଙ୍କ । ଟିକା ବାହାରିବା ପରେ ମହାମାରି କରୋନା ଭୂତାଣୁକୁ ଲୋକେ ଟିକେ ଆଶ୍ୱସ୍ତି ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଇବୋଲା ଭାଇରସ୍ । ଲୋକଙ୍କୁ ସଂକ୍ରମଣ ହେଉଛି । ଜୀବନ ମଧ୍ୟ ଯାଉଛି । ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ପୁଣି ଭୟଙ୍କର ଇବୋଲା ରୋଗ…
Read More...

ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା : ମୁମ୍ବାଇ ସ୍ଥିତ ବାସଭବନରେ ଉଦ୍ଧାର ହେଲା ସନ୍ଦିପ ନାହାରଙ୍କ ମୃତଦେହ;…

କନକ ବ୍ୟୁରୋ : ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା ସନ୍ଦେହ । ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି ସନ୍ଦିପ ନାହାରଙ୍କ ମୃତଦେହ । ଗତ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ସନ୍ଦୀପ । ଏନେଇ ସୋସିଆଲ ମିଡ଼ିଆରେ ନିଜ ମନର କଥା କହିଛନ୍ତି ସନ୍ଦୀପ । କିନ୍ତୁ ମୃତ୍ୟୁର କାରଣ…
Read More...

ଉହାନ୍ରୁ ହିଁ ବ୍ୟାପିଥିଲା କରୋନା ଭୂତାଣୁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଳିଲା ପ୍ରମାଣ; ଖୁବ ଶୀଘ୍ର ଆସିବ…

କନକ ବ୍ୟୁରୋ : ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜିବାକୁ ଚୀନ୍‌ ଗସ୍ତରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ବିଶେଷଜ୍ଞ ଦଳଙ୍କୁ ଅନେକ ବଳିଷ୍ଠ ପ୍ରମାଣ ମିଳିଛି । ଉହାନରେ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିଲା ଏବଂ ସେଠାରୁ ସମଗ୍ର ବିଶ୍ବକୁ ଏହି ମହାମାରୀ…
Read More...

ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା : ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ…

କନକ ବ୍ୟୁରୋ : ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ନିର୍ମାଣ କରୁଥିବା ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କରିଛି ଡବ୍ଲୁଏଚ୍ଓ । ସିରମ୍ ଟିକାକୁ ଅନୁମତିି…
Read More...

ଚେପକ ଟେଷ୍ଟରେ ବିଜୟ ଦ୍ୱାରଦେଶରେ ଭାରତ : ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦେଲା ୪୮୨ରନର ଟାର୍ଗେଟ

କନକ ବ୍ୟୁରୋ : ଚେପକ୍ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏବେ ଭାରତର ନିୟନ୍ତ୍ରଣରେ । ଚେନ୍ନାଇରେ ଖେଳାଯାଉଥିବା ଏହି ମୁକାବିଲା ଏବେ ତାହାର ଶେଷ ପାହାଚରେ ପହଂଚିଛି । ତିନି ଦିନର ଖେଳ ପରେ ଭାରତ ପଲ୍ଲା ଭାରି ରହିଛି । ୪୮୨ ରନର ଟାର୍ଗେଟ ପରେ ଭାରତ ଇଂଲଣ୍ଡର ଦ୍ୱିତୀୟ…
Read More...