Browsing Category

ଦେଶ ବିଦେଶ

ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କେନାଲକୁ ଖସିପଡିଲା ଯାତ୍ରୀବାହୀ ବସ । ମଧ୍ୟପ୍ରଦେଶ ସିଦ୍ଧିରେ ଆଜି ସକାଳ ପ୍ରାୟ ୭ଟା ସମୟରେ ୫୨ଜଣ ଯାତ୍ରୀନେଇ ବସଟି ସିଦ୍ଧିିରୁ ସତନା ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଘଟଣାସ୍ଥଳରୁ ସମସ୍ତ…
Read More...

ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ । 

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ଟାଂଜାନିଆରୁ ଜଣେ ଓ ଦକ୍ଷିଣ…
Read More...

ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି ।…
Read More...

କ୍ଷୀର ବିକିବା ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ, କହିଲେ ବିନିଯୋଗ ବଢାଇଲେ ବଢିବ ଲାଭ

କନକ ବ୍ୟୁରୋ : ଗୋଟେ ପଟେ ହଜାର ହଜାର ଚାଷୀ ସରକାରଙ୍କ ନୂତନ କୃଷିିବିଲ୍ କୁ ବିରୋଧ କରି ପାଖା ପାଖି ୩ ମାସ ହେବ ଧାରଣାରେ ବସିଥିବା ବେଳେ ମହାରାଷ୍ଟ୍ରର ଜଣେ କ୍ଷୀର ବ୍ୟବସାୟୀ ନିଜର ବ୍ୟବସାୟ ବୃଦ୍ଧି କରିବା ଓ ସହଜରେ ସବୁ ସ୍ଥାନରେ କ୍ଷୀର ପହଂଚାଇବାକୁ ୩୦ କୋଟି ଟଙ୍କା ବିନିମୟରେ ଏକ…
Read More...

ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ ଗତ ଶନିବାର ଦିନ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଗିରଫ୍ କରିଥିଲା  । ଏହା ସହ ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଦିଶାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଥିଲେ । ଏହି ମାମଲାର ଯାଂଚ ଏବେ ଦିଲ୍ଲୀ ପୋଲିସ…
Read More...

୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ…

କନକ ବ୍ୟୁରୋ : ୨୦୧୬ ରେ ଜବାହରଲାଲ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ…
Read More...

ମଧ୍ୟପ୍ରଦେଶ ସିଦ୍ଧିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩୮ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିଦ୍ଧି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।  ବସରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଏନଡିଆରଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି…
Read More...

୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲା । ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ

କନକ ବ୍ୟୁରୋ : ୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜଣାଶୁଣା ବଲିଉଡ ଅଭିନେତା ତଥା ମୁମ୍ବାଇର ବ୍ୟବସାୟୀ ସଚିନ ଜୋସିଙ୍କୁ ଗିରଫ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇର ପ୍ରତିଷ୍ଠିତ ବିଲ୍ଡର କମ୍ପାନୀ ଓମକାର ଡେଭଲପରର ବ୍ୟବସାୟରେ ୧୦୦ କୋଟି ଟଙ୍କା ହେରଫେର ନେଇ ପ୍ରବର୍ତ୍ତନ…
Read More...

କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା ? । କୃଷକ ନେତା କହିଲେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

କନକ ବ୍ୟୁରୋ : ପାଖା ପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ସଂଖ୍ୟା କମିବାରେ ଲାଗିଛି । ଆନ୍ଦୋଳନରତ କୃଷକ ମାନେ ଧିରେ ଧିରେ ଟେଣ୍ଟ ଭାଙ୍ଗି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏନେଇ ଆନ୍ଦୋଳନ କମଜୋର ହେଉଥିବା ଆଲୋଚନା ହେଉଥିବା ବେଳେ…
Read More...

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର…

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ସିଦ୍ଧିରୁ ସତାନା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ରାସ୍ତାକଡରେ ଥିବା ନାଳକୁ ବସଟି ଓଲଟି ପଡିବାରୁ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କର ଜୀବନ ଯାଇଛି । ସୂଚନା ମୁତାବକ ଦୁର୍ଘଟଣା ବେଳେ ବସରେ ୬୦ ଜଣ ଯାତ୍ରୀ…
Read More...