Browsing Category

ଦେଶ ବିଦେଶ

କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିଲା ସରକାରୀ ଚାକିରୀ । ଜାଣନ୍ତୁ କେଉଁ ପଦରେ ନିଯୁକ୍ତି ଦେଲେ ଗେହଲଟ ସରକାର

କନକ ବ୍ୟୁରୋ : କିଛି ଦିନ ତଳେ ରାଜସ୍ଥାନର ଉଦୟପୁରରେ ଏକ ଧାର୍ମିକ ହିଂସା କାରଣରୁ ଦର୍ଜୀ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୪ ଜଣ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି ଓ ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ଏନଆଇଏ…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଟସ୍ ଜିତିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ।

କନକ ବ୍ୟୁରୋ: କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ । ତେବେ ଟି-୨୦ରେ ସଫଳତା…
Read More...

ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି, ଜୁଲାଇ ୧୭ କୁ ଡାକିଲେ ସର୍ବଦଳୀୟ ବୈଠକ

କନକ ବ୍ୟୁରୋ : ସଂସଦରେ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୧୨ ପର୍ୟ୍ୟନ୍ତ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ହେଲେ ତାହା ପୂର୍ବରୁ ଜୁଲାଇ ୧୭ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଜୁଲାଇ ୧୭ ତାରିଖ ସକାଳ ୧୧ ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କୁହାଯାଇଛି । ଚଳିତ ମୌସୁମୀ…
Read More...

ଜିତିବାର ନିଶା ଆଗରେ ହାର ମାନିଲା ବୟସ । ୯୪ ବର୍ଷିୟା ମହିଳା ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ସ୍ୱର୍ଣ୍ଣ ପଦକ

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିବା କଥା ଆମେ ଅନେକ କ୍ଷେତ୍ରରେ ଦେଖିବାକୁ ପାଇଛୁ । ହେଲେ ଜଣେ ୯୪ ବର୍ଷିୟା ମହିଳା ପୁଣି ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତଙ୍କୁ ଚକିତ କରିଦେଇଛି । ଫିନଲାଣ୍ଡରେ ଆୟୋଜିତ ୨୦୨୨ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ…
Read More...

ଝାଡଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ । ଦେବଘର ବିମାନବନ୍ଦରରୁ ବୈଦ୍ୟନାଥ ମନ୍ଦିର ପର୍ଯ୍ୟନ୍ତ ରୋଡ ଶୋ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆଜି ଦିନ ୧.୧୫ ମିନିଟ ସମୟରେ ଝାଡଖଣ୍ଡର ଦେବଘର ନିକଟରେ ପହଂଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଦେବଘର ବିମାନବନ୍ଦର ଓ ଏମ୍ସ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । କୋହଲିଙ୍କ ଖେଳିବା ନେଇ ସସପେନ୍ସ, ରୋହିତଙ୍କ ସହ ଓପନିଂ କରିପାରନ୍ତି ଦଳର ପୁରୁଣା…

କନକ ବ୍ୟୁରୋ : ଶେଷ ଟେଷ୍ଟରେ ପରାଜୟ, ଟି-୨୦ ସିରିଜ ବିଜୟ ପରେ ଆଜି ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଓଭାଲରେ ପ୍ରଥମ ଦିନିକିଆ ମ୍ୟାଚ୍ ସହ ଏହି ଅଭିଯାନ ଆରମ୍ଭ ହେବ । ସନ୍ଧ୍ୟା ୫.୩୦ ସମୟରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଭାରତର ଚୂଡାନ୍ତ…
Read More...

ଶ୍ରୀଲଙ୍କାରେ ସମାପ୍ତ ହେଲା ଗୋଟାବାୟାଙ୍କୁ ଯୁଗ । ଇସ୍ତଫା ପତ୍ରରେ କଲେ ଦସ୍ତଖତ, ବୁଧବାର ହେବ ଘୋଷଣା

କନକ ବ୍ୟୁରୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ନେଇ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ଏହି ଇସ୍ତଫା ପତ୍ରକୁ ସାର୍ବଜନୀନ କରିବାକୁ ପ୍ରଥମେ ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଯିବ । ଇସ୍ତଫା ପତ୍ରରେ ଦସ୍ତଖତ ପରେ ଏହାକୁ ଜଣେ ବରିଷ୍ଠ ସରକାରୀ…
Read More...

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ବଡ ବୟାନ । ସଲମାନ ଖାନଙ୍କୁ ହତ୍ୟା କରିବାକୁ କିଣିଥିଲା ୪ ଲକ୍ଷ ଟଙ୍କାର ବନ୍ଧୁକ

କନକ ବ୍ୟୁରୋ : ସଲମାନ ଖାନଙ୍କୁ ହତ୍ୟା କରିଥାନ୍ତା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ । ଏନେଇ ଲରେନ୍ସ ୪ ଲକ୍ଷ ଟଙ୍କା ବିନିମୟରେ ଏକ ବନ୍ଧୁକ କିଣିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛି । ଲରେନ୍ସଙ୍କ କହିବା ମୁତାବକ ୨୦୧୮ ମସିହାରେ ସେ ସଲମାନ ଖାନଙ୍କୁ ହତ୍ୟା କରିବାକୁ…
Read More...

ରାଷ୍ଟ୍ରପତି ଭବନ ପରେ ପୁରୁଣା ସଂସଦ ଗୃହ ଦଖଲ କଲେ ଶ୍ରୀଲଙ୍କାବାସୀ । ସଂସଦରେ ପ୍ରବେଶ କରିବାକୁ ପହଂଚିଲେ ହଜାର ହଜାର…

କନକ ବ୍ୟୁରୋ : ସେ ଗଣତନ୍ତ୍ର ହେଉ କି, ରାଜତନ୍ତ୍ର ଦେଶର ସର୍ବୋଚ୍ଚ କ୍ଷମତା ସର୍ବଦା ଲୋକମାନଙ୍କ ପାଖରେ ଥାଏ ବୋଲି ପ୍ରମାଣ କରିଦେଇଛନ୍ତି ଶ୍ରୀଲଙ୍କାର ନାଗରିକ । ଶ୍ରୀଲଙ୍କାରେ ଆଥିର୍କ ସଂକଟରୁ ଜନ୍ମ ନେଇଥିବା ରାଜନୈତିକ ସଂକଟ ଏବେ ଗମ୍ଭୀର ରୂପ ନେଇଛି । ଶନିବାରଦିନ ଶ୍ରୀଲଙ୍କାର…
Read More...

ଗୁଜୁରାଟରେ ପର୍ଦ୍ଦାଫାଶ ହେଲା ଆଇପିଏଲ ବେଟିଂ । ଚାଷ ଜମିରେ ଆଇପିଏଲ ଢ଼ାଞ୍ଚାରେ ଲିଗ୍ କରାଇ ୟୁଟ୍ୟୁବରେ କରୁଥିଲେ…

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ । ଲୋକଙ୍କ ମନରେ ଆଇପିଏଲରେ ଏତେ କ୍ରେଜ ରହିଥାଏ ଯେ, ମ୍ୟାଚର ଫଳାଫଳକୁ ନେଇ ବେଟିଂ ମଧ୍ୟ ଚାଲିଥାଏ । ଆଉ ଏଥିରୁ ପ୍ରଚୁର ଅର୍ଥ ରୋଜଗାର କରନ୍ତି ବୁକିଂ । ଭାରତରେ ବର୍ତ୍ତମାନ…
Read More...