Browsing Category

ଦେଶ ବିଦେଶ

ରାଷ୍ଟ୍ରପତି ଭବନ ପରେ ପୁରୁଣା ସଂସଦ ଗୃହ ଦଖଲ କଲେ ଶ୍ରୀଲଙ୍କାବାସୀ । ସଂସଦରେ ପ୍ରବେଶ କରିବାକୁ ପହଂଚିଲେ ହଜାର ହଜାର…

କନକ ବ୍ୟୁରୋ : ସେ ଗଣତନ୍ତ୍ର ହେଉ କି, ରାଜତନ୍ତ୍ର ଦେଶର ସର୍ବୋଚ୍ଚ କ୍ଷମତା ସର୍ବଦା ଲୋକମାନଙ୍କ ପାଖରେ ଥାଏ ବୋଲି ପ୍ରମାଣ କରିଦେଇଛନ୍ତି ଶ୍ରୀଲଙ୍କାର ନାଗରିକ । ଶ୍ରୀଲଙ୍କାରେ ଆଥିର୍କ ସଂକଟରୁ ଜନ୍ମ ନେଇଥିବା ରାଜନୈତିକ ସଂକଟ ଏବେ ଗମ୍ଭୀର ରୂପ ନେଇଛି । ଶନିବାରଦିନ ଶ୍ରୀଲଙ୍କାର…
Read More...

ଗୁଜୁରାଟରେ ପର୍ଦ୍ଦାଫାଶ ହେଲା ଆଇପିଏଲ ବେଟିଂ । ଚାଷ ଜମିରେ ଆଇପିଏଲ ଢ଼ାଞ୍ଚାରେ ଲିଗ୍ କରାଇ ୟୁଟ୍ୟୁବରେ କରୁଥିଲେ…

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ । ଲୋକଙ୍କ ମନରେ ଆଇପିଏଲରେ ଏତେ କ୍ରେଜ ରହିଥାଏ ଯେ, ମ୍ୟାଚର ଫଳାଫଳକୁ ନେଇ ବେଟିଂ ମଧ୍ୟ ଚାଲିଥାଏ । ଆଉ ଏଥିରୁ ପ୍ରଚୁର ଅର୍ଥ ରୋଜଗାର କରନ୍ତି ବୁକିଂ । ଭାରତରେ ବର୍ତ୍ତମାନ…
Read More...

ଟୋଲ ପ୍ଲାଜା କର୍ମଚାରୀଙ୍କ ସହ ଦ ଗ୍ରେଟ ଖଲିଙ୍କ ଝଗଡା । ଆଇଡି କାର୍ଡ ମାଗିବାରୁ ମାଡ ମାରିଥିବା ଅଭିଯୋଗ, ଦେଖନ୍ତୁ…

କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ଡବ୍ଲୁଡବ୍ଲୁଇର ପୂର୍ବତନ ଚାମ୍ପିୟନ ଦ ଗ୍ରେଟ ଖଲି । ପଞ୍ଜାବରେ ଦଲ୍ଲୀପ ସିଂ ରାଣା ଭାବେ ଜଣାଶୁଣା ଦ ଗ୍ରେଟ୍ ଖଲି ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ଆସିଛି । ଟୋଲ କର୍ମଚାରୀଙ୍କ ସହ ଦ ଗ୍ରେଟ୍ ଖଲିଙ୍କର ଝଗଡାର ଭିଡ଼ିଓ…
Read More...

ଜନସଂଖ୍ୟା ବିସ୍ଫୋରଣକୁ ନେଇ ଏଭଳି ବୟାନ ଦେଲେ ବିଜେପି ନେତା, କହିଲେ ଏହା ଧର୍ମର ନୁହେଁ ବରଂ ଦେଶର ସମସ୍ୟା

କନକ ବ୍ୟୁରୋ : ଦେଶର ବଢୁଥିବା ଜନସଂଖ୍ୟାକୁ ନେଇ ମତ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁକତାର ଅବାସ ନକଭି । ସେ କହିଛନ୍ତି କି ଜନସଂଖ୍ୟା ବିସ୍ଫୋରଣ ସହିତ କୌଣସି ଧର୍ମକୁ ଯୋଡିବା ଉଚିତ୍ ନୁହେଁ କାରଣ ବଢୁଥିବା ଜନସଂଖ୍ୟା କୌଣସି ଧର୍ମ ପାଇଁ ନୁହେଁ ବରଂ ସାରା…
Read More...

ଲାଲୁଙ୍କୁ ଏମ୍ସରେ ଗୀତାପାଠ ମନା । ବାରଣ କରିଥିବା ଲୋକକୁ ଏଭଳି ଅଭିଶାପ ଦେଲେ ତେଜପ୍ରତାପ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲୁ ଯାଦବ ସ୍ୱାସ୍ଥ୍ୟଗତ କାରଣରୁ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ କ୍ରିଟିକାଲ କେୟାର ୟୁନିଟରେ ରଖାଯାଇଛି । ସେପଟେ ଲାଲୁଙ୍କୁ ଗୀତା ପଢିବା ଓ…
Read More...

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହ୍ନେୟାଲାଲ ହତ୍ୟାକାରୀକୁ ମୁକୁଳାଇବାକୁ ବିଜେପି ନେତା ପକାଉଥିଲେ ଚାପ

କନକ ବ୍ୟୁରୋ : ରାଜସ୍ଥାନର ଉଦୟପୁରରେ ହୋଇଥିବା ଦର୍ଜୀ କହ୍ନେୟାଲାଲଙ୍କ ହତ୍ୟାକୁ ନେଇ ସାରା ଦେଶରେ ଧାର୍ମିକ ହିଂସା ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡ ପଛରେ ରାଜସ୍ଥାନ କଂଗ୍ରେସ ସରକାରଙ୍କ ଅପରାଗତାକୁ ବାରମ୍ବାର ପ୍ରଶ୍ନ କରିଛି ବିଜେପି । ଏହାସହ କିଛି ହିନ୍ଦୁ ସଂଗଠନ ବି ରାଜସ୍ଥାନ…
Read More...

ମୂଳା ୪୯୦, ଆଳୁ କିଲୋକୁ ୨୨୦ । ଶ୍ରୀଲଙ୍କାରେ ସଙ୍କଟ, ଜନତା ହନ୍ତସନ୍ତ । ପନିପରିବା ଦର ଦେଖି ଡରିଲେଣି ଶ୍ରୀଲଙ୍କାବାସୀ…

କନକ ବ୍ୟୁରୋ : ଶ୍ରୀଲଙ୍କା ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଆଉ ଏହି ଆର୍ଥିକ ସଙ୍କଟ ଏବେ ପଡୋଶୀ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଶ୍ରୀଲଙ୍କାର ଏହି ଭୟଙ୍କର ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ନିଜର ପଦ ଛାଡିଛନ୍ତି । ସେହିଭଳି ରାଷ୍ଟ୍ରପତି…
Read More...

କରୋନାରୁ ସାମାନ୍ୟ ଆଶ୍ୱସ୍ତି । ଦେଶରେ କମିଲା କରୋନା ସଂକ୍ରମଣ ହାର ।

କନକ ବ୍ୟୁରୋ: ଦେଶରେ ମଧ୍ୟ ଗତକାଲି ତୁଳନାରେ କମିଛି ସଂକ୍ରମଣ । ୨୪ ଘଂଟାରେ ୧୩ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୩ ହଜାର ୨୬୫ଜଣ । ଦିନକରେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୧ ହଜାର ୪୩ । ପଜିଟିଭ ହାର ରହିଛି ୩…
Read More...

AIMIM ମୁଖ୍ୟ ଅସିଦୁଦ୍ଦିନ୍ ଓୱେସିଙ୍କୁ ଝଟକା । ଏକାସାଙ୍ଗରେ ଦଳ ଛାଡିବେ ୧୦୦ରୁ ଅଧିକ କର୍ମକର୍ତ୍ତା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଅସଦୁଦ୍ଦିନ ଓୱେସିଙ୍କୁ ଝଟକା । ପ୍ରୟାଗରାଜରେ ଅସଦୁଦ୍ଦିନ ଓୱେସିଙ୍କ ପାର୍ଟି ଏଆଇଏମଆଇଏମର ଶତାଧିକ କର୍ମୀ ଆଜି ଏକକାଳୀନ ଇସ୍ତଫା ଦେବାର ସୂଚନା ରହିଛି । ପ୍ରୟାଗରାଜରେ ଜିଲ୍ଲା ଏବଂ ନଗର କମିଟି ସହିତ ଜଡିତ ସମସ୍ତ ଲକ୍ଷ୍ୟକର୍ମୀ ଆଜି ଦଳ ଛାଡିବେ ବୋଲି…
Read More...

ପଶ୍ଚିମବଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପିର ଭବ୍ୟ ସ୍ୱାଗତ । ଅନ୍ୟପଟେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଦାବି କଲେ…

କନକ ବ୍ୟୁରୋ: ସମର୍ଥନ ଯୋଗାଡ଼ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପଶ୍ଚିମବଙ୍ଗରେ ପହଂଚିବା ପରେ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ପଶ୍ଚିମବଙ୍ଗରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନରେ ପହଞ୍ଚିିଥିଲେ ଦ୍ରୌପଦୀ । ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି…
Read More...