Browsing Category

ଦେଶ ବିଦେଶ

ଦେଶର ସମସ୍ତ ୧୮-୫୯ ବର୍ଷ ବୟସର ଲୋକଙ୍କୁ ମାଗଣା ମିଳିବ କୋଭିଡ ଟିକାର ବୁଷ୍ଟର ଡୋଜ । ଜାଣନ୍ତୁ କେବେ ଠାରୁ ଆରମ୍ଭ

କନକ ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ଏହି ଅଭିଯାନ…
Read More...

ମହଙ୍ଗା ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହେବ ଖାଇବା ତେଲ ଦର

କନକ ବ୍ୟୁରୋ : ବର୍ତ୍ତମାନ ଦେଶରେ ଯେଉଁଭଳି ଭାବରେ ଦରଦାମ ବୃଦ୍ଧି ପାଉଛି ତାକୁ ନେଇ ସାଧାରଣ ଲୋକଙ୍କ ମନରେ କେବଳ ଗୋଟିଏ କଥା, ଆମେ ବଞ୍ଚିବୁ କେମିତି । କେତେ ଟଙ୍କା ରୋଜଗାର କଲେ ପରିବାର ଚଳାଇବୁ? ସାଧାରଣ ଲୋକଙ୍କ ମନରେ ଏଭଳି ଭାବନା ସେତେବେଳେ ଆସୁଛି, ଯେତେବେଳେ ଦେଶରେ ପ୍ରତିଟି ଜିନିଷର…
Read More...

ଲାଗିଲା ରପ୍ତାନି କଟକଣା, ବଢିଲା ଅଟାର ଦାମ୍ । ନୁଡୁଲ୍ସ ଠାରୁ ବିସ୍କୁଟ ସବୁ ମହଙ୍ଗା

କନକ ବ୍ୟୁରୋ : ନିତିଦିନିଆ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରେ ଅଟା ହେଉଛି ଏକ ପ୍ରମୁଖ ଖାଦ୍ୟ । ଧନୀଠୁ ଗରିବ ସମସ୍ତେ ଅଟାରୁ ରୁଟି ତିଆରି କରି ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଟା ଉପରେ ବି ଦର ବୃଦ୍ଧି କରାଯାଇଛି । ଯାହା ଗରିବ ଓ ମଧ୍ୟବିତ ଲୋକଙ୍କ ପକେଟକୁ ବାଧୁଛି । କେନ୍ଦ୍ର ସରକାର…
Read More...

ଶ୍ରୀଲଙ୍କାରେ ଅଜବ ଦୃଶ୍ୟ, ସରକାରୀ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର ସାଜି ଦେଶକୁ ସମ୍ବୋଧିତ କଲେ ପ୍ରଦର୍ଶନକାରୀ

କନକ ବ୍ୟୁରୋ : ଶ୍ରୀଲଙ୍କାରେ ପ୍ରଦର୍ଶନକାରୀମାନେ ତାଣ୍ଡବ ରଚୁଛନ୍ତି । ରାଷ୍ଟ୍ରପତି ଗୋଟାବାୟା ଦେଶଛାଡି ପଳାଇଯିବାର ଖବର ପାଇବା ପରେ ଗୋଟିଏ ପରେ ଗୋଟିଏ ସରକାର ସଂସ୍ଥା ଉପରେ କବଜା କରିଚାଲିଛନ୍ତି ପ୍ରଦର୍ଶନକାରୀ । ଏହି କ୍ରମରେ କିଛି ପ୍ରଦର୍ଶନକାରୀ ଦେଶର ସରକାରୀ ଟିଭି ଚ୍ୟାନେଲକୁ ବି…
Read More...

ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ । ଗୋଟାବାୟା ଦେଶ ଛାଡିବା ପରେ ରାନିଲଙ୍କୁ ଦାୟିତ୍ୱ

କନକ ବ୍ୟୁରୋ : ଶ୍ରୀଲଙ୍କାର କାର୍ଯ୍ୟକାରୀ ସଭାପତି ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷେ ଦେଶ ଛାଡିପଳାଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ବାଚସ୍ପତି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ଘୋଷଣା…
Read More...

ଡିଆରଆଇର ବଡ ଖୁଲାସା, ଓପୋ ଇଣ୍ଡିଆ ଚୋରୀ କରିଛି ୪୩୮୯ କୋଟିର ଟ୍ୟାକ୍ସ

କନକ ବ୍ୟୁରୋ : ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ ଦାବି କରିଛି କି, ମୋବାଇଲ କମ୍ପାନୀ ଓପୋ ଇଣ୍ଡିଆ ଭାରତରୁ ୪୩୮୯ କୋଟି ଟଙ୍କାର ଟ୍ୟାକ୍ସ ଚୋରୀ କରିଛି । ଚାଇନାରୁ ଆସି ଭାରତରେ ମୋବାଇଲ ବ୍ୟବସାୟ କରୁଥିବା ଓପୋ କମ୍ପାନୀ ଉପରେ ବି ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା ।…
Read More...

ଦେଶ ଛାଡି ମାଳଦ୍ୱୀପରେ ଲୁଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷେଙ୍କୁ ନେଇ ଭାରତର ଆଭିମୁଖ୍ୟ କ’ଣ…

କନକ ବ୍ୟୁରୋ : ଦେଶ ଛାଡି ଚାଲିଗଲେ ଗୋଟାବାୟା ରାଜପକ୍ଷେ । ବାୟୁସେନା ସହାୟତାରେ ମାଳଦ୍ୱୀପ ଗଲେ ବୋଲି ସୂଚନା । ପରିବାରର ୫ ଜଣ ଓ ୩ ଜଣ କର୍ମଚାରୀ ସାଙ୍ଗରେ ଅଛନ୍ତି  । ସକାଳେ ମାଳଦ୍ୱୀପର ରାଜଧାନୀ ମାଲେରେ ପହଞ୍ଚିଛନ୍ତି । ମାଲେ ପୋଲିସ ଅଜ୍ଞାତ ସ୍ଥାନକୁ ନେଇଯାଇଛି । ମାଲେର ବାଚସ୍ପତି…
Read More...

ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ, ଆରବ ଦେଶକୁ ଡ୍ରଗ୍ସ ପଠାଇବାକୁ…

କନକ ବ୍ୟୁରୋ : ଦେଶକୁ ଡ୍ରଗ୍ସ ଆସିବା ଓ ଦେଶରୁ ଡ୍ରଗ୍ସ ବାହାର ଦେଶକୁ ଯୋଗାଣ ହେବାରେ ଏବେ ଏକ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ଗୁଜରାଟର କଚ୍ଛ ଉପତ୍ୟାକାରେ ଥିବା ଶିଳ୍ପପତି ଗୌତମ ଆଦାନୀଙ୍କ ମୁନ୍ଦ୍ରା ବନ୍ଦର । ଗତ କିଛିବର୍ଷ ମଧ୍ୟରେ ମୁନ୍ଦ୍ରା ବନ୍ଦର ଦେଇ କଚ୍ଛର ସମୁଦ୍ରାଞ୍ଚଳ ରାସ୍ତାରେ…
Read More...

ପଳାତକ ସାଜିଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କନକ ବ୍ୟୁରୋ : ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ…
Read More...

ନୂଆ ସଂସଦ ଭବନ ସିଂହକୁ ନେଇ ବିବାଦ : ଜାଣନ୍ତୁ ସିଂହର ଉଗ୍ର ମୁହଁ କାହିଁକି ? ବିରୋଧୀ କହିଲେ ଇତିହାସ ବଦଳାଇବାକୁ…

କନକ ବ୍ୟୁରୋ : ନୂଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଛି । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ସେତିକି ମୁହଁ ଖୋଲିନି…
Read More...