Browsing Category

Top 2

କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ…

କନକ ବ୍ୟୁରୋ : କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କନ୍ଧମାଳ ଷ୍ଟାଡିୟମରେ ବିଜେପି ପକ୍ଷରୁ ହେଉଛି ବିଜୟ ସଂକଳ୍ପ ସମାବେଶ । ସକାଳ ୧୦ଟା ୩୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ…
Read More...

କନ୍ଧମାଳ ଯିବା ପୂର୍ବରୁ ଭୁବନେଶ୍ୱର ରୋଡ ସୋ’ର ଭିଡ଼ିଓ ପୋଷ୍ଟ କଲେ ମୋଦୀ । କହିଲେ, ଏଥର ନିର୍ବାଚନରେ ଇତିହାସ ରଚିବ…

କନକ ବ୍ୟୁରୋ : କନ୍ଧମାଳ ଜନସଭାରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ କନ୍ଧମାଳରେ ପହଞ୍ଚିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ମୋଦୀ କହିଛନ୍ତି, ଚଳିତ ନିର୍ବାଚନରେ ଓଡିଶା ରଚିବ ଇତିହାସ । ଗତକାଲିର ଭୁବନେଶ୍ୱର ରୋଡ ସୋ’ର ଭିଡିଓ ଜାରି…
Read More...

୨୦୨୪ ପାଇଁ ବ୍ରହ୍ମାସ୍ତ୍ର ଛାଡିଲା ବିଜେଡି ! ମାଗଣା ବିଜୁଳିକୁ ନେଇ ନବୀନଙ୍କ ଘୋଷଣା ସାଜିବ କି ଗେମଚେଞ୍ଜର?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନୀ ଇସ୍ତାହାର ଜରିଆରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ସବୁ ବର୍ଗ ଓ ସବୁ କ୍ଷେତ୍ରକୁ ଏହି ଘୋଷଣାପତ୍ରରେ ଫୋକସରେ ରଖାଯାଇଛି । କିନ୍ତୁ ୨୦୨୪ ନିର୍ବାଚନୀ ବୈତରଣୀ ପାର…
Read More...

ରାୟଗଡାରେ ରାଜନାଥଙ୍କ ପ୍ରଚାର । କହିଲେ ଓଡ଼ିଶାରେ ଏଥର ମାହୋଲ ବଦଳିଛି, ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି ।…

କନକ ବ୍ୟୁରୋ : ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ ।…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କଲେ ପାଣ୍ଡିଆନ । କହିଲେ, ହିଞ୍ଜିଳିର ରୂପାନ୍ତରଣ ମଡେଲ ପୂରା…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ହିଞ୍ଜିଳି ପାଇଁ ହୋଇଥିବା ବିକାଶମୂଳକ କାମର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ହିଞ୍ଜିଳିରୁ…
Read More...

ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ୧୦% ଆସନ ବି ପାଇବନି । ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ…

କନକ ବ୍ୟୁରୋ : ଖଲ୍ଲିକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଧୂଆଁଧାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।…
Read More...

ଶେରଗଡରେ ଭିକେ ପାଣ୍ଡିଆନ । ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର, କହିଲେ ସୁଯୋଗ ଆସିଛି ପୁଣି…

କନକ ବ୍ୟୁରୋ : ଗଞ୍ଜାମ ଗସ୍ତରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଗଞ୍ଜାମ ଶେରଗଡରେ ରୋଡ୍ ସୋ’ କରିଛନ୍ତି । ପ୍ରଥମେ ଗଞ୍ଜାମର ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିବା ପରେ ଆରମ୍ଭ କରିଥିଲେ ରୋଡ୍ ସୋ’ । ଶେରଗଡ ଗୋଠଗାଁରେ ଏକ ଜନସଭାକୁ ସମ୍ବୋଧନ…
Read More...

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ…

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’ । ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ରୋଡ ସୋ’ରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ । କହିଲେ ୨୪ ବର୍ଷ ସରକାରରେ ଅଛି ବିଜେଡି, କିନ୍ତୁ କାହିଁକି ଶିକ୍ଷା,…

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ଦଳକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ…
Read More...

ଡବଲ ଇଞ୍ଜିନର ମଝିରେ ମଝିରେ ତେଲ ସରିଯାଉଛି, ଧକ୍କା ମାରି ଚଲାଉଛନ୍ତି । ନବୀନ ଇଞ୍ଜିନ ସରକାର ଲୋକଙ୍କ ଆଶୀର୍ବାଦରେ…

କନକ ବ୍ୟୁରୋ : ଖରିଆର ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପଡୋଶୀ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ମଝିରେ ଚାଲିଥିଲା, ତେଲ ସରିଗଲା, ୫ ବର୍ଷ ବନ୍ଦ ହୋଇଗଲା । ଏବେ ଧକ୍କା ମାରି ଚଲାଉଛନ୍ତି…
Read More...