Browsing Category

Top 2

ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି ।

କନକ ବ୍ୟୁରୋ : ବଙ୍ଗୋମୁଣ୍ଡାରେ ବଡ ବୟାନ ଦେଲେ ଭିକେ ପାଣ୍ଡିଆନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ଜନସଭାରେ କହିଛନ୍ତି, ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦% ଆସନରେ ବିଜୟୀ ହେଉଛି । ୨୪ରୁ ଅଧିକ…
Read More...

ୱାର୍ଡମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ କିଏ…

କନକ ବ୍ୟୁରୋ : ବଙ୍ଗୋମୁଣ୍ଡା ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସମ୍ମାନ କରୁଛନ୍ତି । ଅଶାଳୀନ ଭାଷାରେ କଥା…
Read More...

ବଙ୍ଗୋମୁଣ୍ଡା ସଭାରୁ ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ଦିନରେ ଲଣ୍ଠନ ଦେଖାଉଛନ୍ତି ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ବଙ୍ଗୋମୁଣ୍ଡାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ବଙ୍ଗୋମୁଣ୍ଡା ଜନସଭାରେ ପାଣ୍ଡିଆନ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗୀର ଆସିଥିଲେ । ଏହାପୂର୍ବରୁ ୨୦୧୯ରେ ବଲାଙ୍ଗୀର ଆସିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନ ସମୟରେ ଆସି ବଡ ବଡ…
Read More...

ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । କହିଲେ, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି, ଆପଣ ମାନେ ଖୁସି…

କନକ ବ୍ୟୁରୋ : କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନବୀନ କହିଛନ୍ତି, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି ଆପଣ ମାନେ ଖୁସି ତ । ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ…
Read More...

କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । ଟାଣୁଆ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଆରା ଉତ୍ତର ଦେଲେ ଭିକେ…

କନକ ବ୍ୟୁରୋ : କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । କନ୍ଧମାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏତେ ଦିନ ହେଲା ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି…
Read More...

ଭରାସଭାରେ ପାଣ୍ଡିଆନ କହିଲେ, ଓଡ଼ିଶାରେ ନବୀନ ହାୱା ଚାଲୁଛି । କେନ୍ଦ୍ରମନ୍ତ୍ରୀଙ୍କର ଦମ୍ ଅଛି ତ କୁହନ୍ତୁ ବିଜେପି…

କନକ ବ୍ୟୁରୋ : ରଘୁନାଥପାଲ୍ଲୀରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପାଣ୍ଡିଆନ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଓଡ଼ିଶାରେ ଏବେ ପରିବର୍ତ୍ତନର ହାୱା ବହୁଛି,…
Read More...

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ…

କନକ ବ୍ୟୁରୋ : ରଘୁନାଥପାଲ୍ଲୀରେ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ୨୦୧୪ରେ ବିଜେପି ୨ କୋଟି ଚାକିରି ଦେବାକୁ କହିଥିଲା, ୧୦ ବର୍ଷରେ ଓଡ଼ିଶାର ୮୦ ଲକ୍ଷ ଲୋକ ଚାକିରି ପାଇବା କଥା…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ : ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଯୋଗ ଦେଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି, ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା ।ଶ୍ରୀମନ୍ଦିରରେ ଥିବା…
Read More...

କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ…

କନକ ବ୍ୟୁରୋ : କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କନ୍ଧମାଳ ଷ୍ଟାଡିୟମରେ ବିଜେପି ପକ୍ଷରୁ ହେଉଛି ବିଜୟ ସଂକଳ୍ପ ସମାବେଶ । ସକାଳ ୧୦ଟା ୩୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ…
Read More...

କନ୍ଧମାଳ ଯିବା ପୂର୍ବରୁ ଭୁବନେଶ୍ୱର ରୋଡ ସୋ’ର ଭିଡ଼ିଓ ପୋଷ୍ଟ କଲେ ମୋଦୀ । କହିଲେ, ଏଥର ନିର୍ବାଚନରେ ଇତିହାସ ରଚିବ…

କନକ ବ୍ୟୁରୋ : କନ୍ଧମାଳ ଜନସଭାରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ କନ୍ଧମାଳରେ ପହଞ୍ଚିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ମୋଦୀ କହିଛନ୍ତି, ଚଳିତ ନିର୍ବାଚନରେ ଓଡିଶା ରଚିବ ଇତିହାସ । ଗତକାଲିର ଭୁବନେଶ୍ୱର ରୋଡ ସୋ’ର ଭିଡିଓ ଜାରି…
Read More...