Browsing Category

Top 2

ଛୋଟ ନିର୍ବାଚନ ବଡ଼ ପ୍ରଭାବ । ବିଜାତଳାରୁ ବାଜିବ କି ୨୦୧୯ ବିଗୁଲ ?

କନକ ବ୍ୟୁରୋ: ମୟୁରଭଞ୍ଜରେ ଚାଲିଛି ମହାଲଢ଼େଇ । ଗୋଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଗତ ଜିଲ୍ଲାପରିଷଦ…
Read More...

ଛୋଟ ନିର୍ବାଚନ ହେଲେ ବଡ଼ ପ୍ରଭାବ : ଆଜି ମୟୂରଭଂଜ ବିଜାତଳା ବ୍ଲକର ୩୨ ନମ୍ବର ଜୋନ୍ ଉପନିର୍ବାଚନ ପାଇଁ ଭୋଟିଂ ଜାରି

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୮୨ଟି ବୁଥରେ ଭୋଟ୍ ଗ୍ରହଣ କରାଯାଉଛି । ଏହି ଉପନିର୍ବାଚନରେ ବିଜେପି,…
Read More...

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି : ଖାଦ୍ୟ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅଧୀନ ଖଏର୍ଦ୍ଦା ୟୁଜିୟୁପି ବିଦ୍ୟାଳୟରେ  ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷ ବିଳମ୍ବରେ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ…
Read More...

ରିମାଣ୍ଡରେ ଗୁଡ ନ୍ୟୁଜ ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନ : ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

କନକ ବ୍ୟୁରୋ : ରିମାଣ୍ଡରେ ଗୁଡ ନ୍ୟୁଜ ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନ । ଢେଙ୍କାନାଳ ବ୍ଲକ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ଅନୁଷ୍ଠାନର ଅଧ୍ୟକ୍ଷ ଫାୟାଜ ରେହମାନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରବିବାରଦିନ ରେହମାନଙ୍କୁ…
Read More...

ବାଲିଗୁଡ଼ା ଅନାଥାଶ୍ରମ ପିଲା ଏବେ ଖେଳିପାରିବେ ହକି ! କାନାଡ଼ା ଟିମର ଦାନ ଆଣିଲା ସମ୍ଭାବନା ।

କନକ ବ୍ୟୁରୋ: ଏବେ ସାରା ରାଜ୍ୟରେ ହକି ଫିଭର ଚଢ଼ିଥିବାବେଳେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ହକି ବିଶ୍ୱକପର ଅନ୍ୟତମ କାନାଡ଼ା ଟିମ୍ । ଯାହାଙ୍କ ବଦାନ୍ୟତା ଏବେ ହକିପ୍ରେମୀଙ୍କ ସହ ରାଜ୍ୟବାସୀଙ୍କ ମନକୁ ଜିଣିପାରିଛି । ଗତ ନଭେମ୍ବର ୨୮…
Read More...

ହ୍ୱାଟସଆପ୍ ପାଇଁ ଚିନ୍ତା ବଢ଼ାଉଛି ଫେକ୍ ନ୍ୟୁଜ୍ । ଗୁଜବ ରୋକିବାକୁ ଜନତାଙ୍କ  ଠାରୁ ଲୋଡିଲା ସାହାଯ୍ୟ । 

ସଂପ୍ରତି ହ୍ଵାଟସଆପ୍, ଫେସବୁକ ପରି ସୋସିଆଲ ମିଡିଆ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ପାଲଟିଛି। ସୂଚନା ଓ ମନୋରଞ୍ଜନ ପାଇଁ ବେଶ୍ ଖୋରାକ୍ ଯୋଗାଉଥିବା ଏହି ସୋସିଆଲ ମିଡିଆର ଅପବ୍ୟବହାର ଏବେ ଘାତକ ପ୍ରମାଣିତ ହେଉଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା ‘ଫେକ୍ ନିଉଜ ସିଣ୍ଡ୍ରୋମ୍’ ବା ମିଛ ଖବରର…
Read More...

ନୂଆ ମୋଡ଼ରେ ପୋଲାଭରମ୍ ଜନଶୁଣାଣି ପ୍ରସଙ୍ଗ : ସମ୍ମତି ଜଣାଇଥିଲା କେନ୍ଦ୍ର, ଓହରିଗଲା

କନକ ବ୍ୟୁରୋ: ବହୁଚର୍ଚ୍ଚିତ ପୋଲାଭରମ ମାମଲା ପୁଣି ନୂଆ ମୋଡ ନେଇଛି । ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡିଶା ଓ ଛତିଶଗଡରେ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି ପାଇଁ କେନ୍ଦ୍ର ସରକାର ରାଜି ହୋଇଥିଲେ । ହେଲେ ଶନିବାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହିର ଯାଇଛନ୍ତି ।…
Read More...

ଢେଙ୍କାନାଳ ସେଲଟର ହୋମରେ ଝୁଲିଲା ତାଲା । ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନର ସ୍ଥାନାନ୍ତର

କନକ ବ୍ୟୁରୋ: ବନ୍ଦ ହେଲା ଢେଙ୍କାନାଳ ସ୍ଥିତ ଗୁଡନ୍ୟୁଜ ଡ୍ରିମ ହାଉସର ସେଲଟର ହୋମ । ବେଲଟିକିରିର ଏହି ସେଲଟର ହୋମରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲା ପକାଯାଇଛି । ଏହାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ…
Read More...

କନକ ନ୍ୟୁଜର ମହାପ୍ରଭାବ : ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମରେ ପଡିବ ତାଲା

କନକ ବ୍ୟୁରୋ : କନକ ନ୍ୟୁଜ ମହାପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ମଧ୍ୟ ବେଆଇନ ଭାବେ ଚାଲିଥିବା ମନ୍ତ୍ରୀ…
Read More...

ଆଗକୁ କ’ଣ ରହିବ ବିଜେପିର ଆଭିମୁଖ୍ୟ ? ଅପରାଜିତା ପୂରଣ କରିପାରିବେ କି ଦିଲ୍ଲୀପ ଓ ବିଜୟଙ୍କ ସ୍ଥାନ ?

କନକ ବ୍ୟୁରୋ : ଆଉ ମାତ୍ର ଚାରି ମାସ ରହିଲା ଲୋକସଭା ନିର୍ବାଚନ । ଜାତୀୟ ସ୍ତରରେ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ଶକ୍ତି ଗୋଟାଇବାରେ ଲାଗିଲେଣି । ରାଜ୍ୟ ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି । ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏବେଠାରୁ ଗୋଟିଚାଳନା ଆରମ୍ଭ କରିଦେଲେଣି । କ୍ଷମତାଶୀନ ଏନଡ଼ିଏ ସରକାରକୁ…
Read More...