Browsing Category

ରାଜ୍ୟ

ନିଆଳି ବିଳାସୁଣୀ ଗାଁରେ ଜଳ ଯନ୍ତ୍ରଣା । ପାଇପ୍ ବିଛା ହୋଇଥିଲେ ବି ନିର୍ମାର ହୋଇପାରୁନି ପାଣି ଟାଙ୍କି । ମାଇଲ ମାଇଲ…

କନକ ବ୍ୟୁରୋ : ଖରାରେ ପାଣି ସମସ୍ୟା ଉକ୍ରଟ ରୂପ ନେଲାଣି । ପାଣି ମୁନ୍ଦାଏ ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଡହଳ ବିକଳ ହେଉଛନ୍ତି । ଅଭିଯୋଗ ପରେ ବି ଲୋକଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଏହିଭଳି କିଛି ଚିତ୍ର କଟକ ଜିଲ୍ଲା ନିଆଳି ବ୍ଲକର ବିଳାସୁଣୀ ଗାଁରେ ଦେଖିବାକୁ ମିଳିଛି ।…
Read More...

ଏଥର ସୁନ୍ଦରଗଡ କାହାର? ସୁନ୍ଦରଗଡରେ କିଏ ମାରିବ ବାଜି?

କନକ ବ୍ୟୁରୋ: ପ୍ରାର୍ଥୀ ବି ପ୍ରସ୍ତୁତ, ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ । ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ, ବିଧାୟିକା କୁସୁମ ଟେଟେ, ବିଜେଡି ପ୍ରାର୍ଥୀ ଯୋଗେଶ ସିଂହ, କଂଗ୍ରେସ ପ୍ରାର୍ଥୀ ସୁଧାରାଣୀ ରାଉଡିଆ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତିା କର୍ମୀ…
Read More...

ବଲାଙ୍ଗୀର ନିର୍ବାଚନ ମଇଦାନରେ ପୁଅ ପାଇଁ ପ୍ରଚାର କରୁଛନ୍ତି ବାପା । କଳିକେଶଙ୍କ ପାଇଁ ଅନଙ୍ଗ ଉଦୟ ସିଂଦେଓ ଓ…

କନକ ବ୍ୟୁରୋ: ପୁଅଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା । ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା । ବଲାଙ୍ଗିର ବିଧାନସଭା ହେଉ ବା ବଲାଙ୍ଗୀର ଲୋକସଭା ଆସନ । ଏଠି ସବୁଠି ଦେଖିବାକୁ ମିଳିଥାଏ ପରିବାର ରାଜନୀତି । ୨୦୧୯ରେ ବଲାଙ୍ଗୀରରେ…
Read More...

ନକ୍ସଲ ଓ ମାଓ ଦମନ ନେଇ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଯୋଗଦେଲେ ବହୁ ବରିଷ୍ଠ…

କନକ ବ୍ୟୁରୋ : ନକ୍ସଲ ଓ ମାଓ ଦମନ ନେଇ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ବୈଠକ ବସିଥିବା ବେଳେ ଗୁଇନ୍ଦା ବିଭାଗ ନିର୍ଦେଶକ ସେମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ ସିଂ ଓ ବହୁ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।…
Read More...

ନବୀନ ନିବାସରେ ନୀଳଗିରି କସରତ । ସୁକାନ୍ତ ନାୟକଙ୍କୁ ଟିକେଟ୍ ମିଳିବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ ଆଶାୟୀ…

କନକ ବ୍ୟୁରୋ : ନବୀନ ନିବାସରେ ନୀଳଗିରି ଟିକେଟ୍ କସରତ । ନବୀନ ନିବାସରେ ପହଂଚିଛନ୍ତି ନୀଳଗିରି ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ନୀଳଗିରି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ସୁକାନ୍ତ…
Read More...

ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ପତ୍ନୀ । ନବରଙ୍ଗପୁରରେ ବିଜେପିର ବଳଭଦ୍ର ମାଝି ଓ ନରସିଂହ ମାଡକାମିଙ୍କ ପତ୍ନୀଙ୍କ…

କନକ ବ୍ୟୁରୋ : ପ୍ରଚାର ମୈଦାନରେ ନେତାଙ୍କ ପତ୍ନୀ । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବଳଭଦ୍ର ମାଝୀଙ୍କ ପତ୍ନୀ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ବଳଭଦ୍ର ଓ ତାଙ୍କ ପତ୍ନୀ ଅମୃତା ମାଝୀ ଅଲଗା ଅଲଗା ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବଳଭଦ୍ର ମାଝୀ ଗତକାଲି ସ୍ୱାଭିମାନ…
Read More...

ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଇଡି ଗିରଫଦାରୀ ବିରୋଧରେ…

କନକ ବ୍ୟୁରୋ : ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ…
Read More...

ଜମୁଛି ପ୍ରଚାର । ଝାରସୁଗୁଡାରେ ବିଜେଡିର ପାୱାର ସୋ’

କନକ ବ୍ୟୁରୋ : ଝାରସୁଗୁଡାରେ ପାୱାର ସୋ’ କରିଛି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି । ଏହି ଅବସରରେ ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତହୋଇଥିଲା । ବିଜେଡି ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତାମିଶ୍ର,…
Read More...

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଥାନାରେ ଏତଲା ପରେ ବି ଅଭିଯୁକ୍ତକୁ ଗିରଫ କରୁନି ଫୁଲବାଣୀ…

କନକ ବ୍ୟୁରୋ : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଫୁଲବାଣୀରେ ବେକାର ଯୁବକ ଯୁବତୀ ଓ ମହିଳାଙ୍କୁ ଚାକିରି ଦେବାକୁ କହି ଜଣେ ବ୍ୟକ୍ତି ଟଙ୍କା ଠକି ନେଇଥିବା ନେଇ ଟାଉନ ଥାନାରେ ଏତଲା ହୋଇଛି । କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନଥିବାରୁ ଏନେଇ ଜିଲ୍ଲାପାଳଙ୍କ…
Read More...

ରାଜ୍ୟରେ ପୁଣି ବଢିବ ତାପମାତ୍ରା । ପାରଦ ୪୦ ଡିଗ୍ରୀ ଛୁଇଁବା ନେଇ ସମ୍ଭାବନା ।

ବଦଳିବ ପାଗ । ଉପରମୁହାଁ ହେବ ପାରଦ । ଫେରିବ ଗରମ ଓ ଗୁଳୁଗୁଳି । କାଳବୈଶାଖୀର ପ୍ରଭାବର ଗତ କିଛି ଦିନ ହେବ ତାତିରୁ ନିସ୍ତାର ମିଳିଥିବା ବେଳେ ପୁଣି ତାତି ଫେରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହ ବଢିବା ସହ ସମସ୍ତ ସହରରେ ପାରଦ ୩ରୁ ୪ଡିଗ୍ରୀ ବଢିପାରେ ।…
Read More...