Browsing Category

ରାଜ୍ୟ

କଂଗ୍ରେସ ଛାଡିଲେ ଗଣେଶ୍ୱର ବେହେରା । ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି । ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଆଉ ଏହାରି ଭିତରେ ଆଉ…
Read More...

କଲବଲ କରୁଛି ତାତି । ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ

କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ସକାଳ ହେଲାମାତ୍ରେ ତାତି କରୁଛି କଲବଲ । ଗତକାଲି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ଏହାପରେ ୪ ତାରିଖରୁ ଆହୁରି ତାତିବ ଓଡିଶା ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଓ କନ୍ଧମାଳ,…
Read More...

ପରଲୋକରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀରେ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥଙ୍କ ହଜାର ହଜାର ଭଜନ ଗାଇ ସେ ଓଡିଆଙ୍କ ହୃଦୟରେ ନିଜ ପାଇଁ…
Read More...

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ । ୭ଟାରୁ ପୂର୍ବହ୍ନ ୧୧ଟା ୩୦ ଯାଏ ଚାଲିବ ପାଠପଢା

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ସକାଳୁଆ ସ୍କୁଲ । ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ସ୍କୁଲ ଏବଂ ଘରୋଇ ସ୍କୁଲ ପାଇଁ ଏହି…
Read More...

କେବେ ଘୋଷଣା ହେବ କଂଗ୍ରେସ ଟିକେଟ? ପ୍ରାର୍ଥୀଙ୍କ ପାଇଁ ଚାଲିଛି କି ଛକାପଞ୍ଝା?

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣାର ଦୁଇ ସପ୍ତାହ ହୋଇଗଲାଣି କିନ୍ତୁ କଂଗ୍ରେସର ସରୁନି ଅଙ୍କକଷା । ଲୋକସଭା କି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରୁୁନି ଦଳ । ବିଜେପି ୨୧ ଲୋକସଭା, ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି, କିନ୍ତୁ ୯ରୁ ୯୦…
Read More...

ସୁନ୍ଦରଗଡରେ ହେବ ବଡ ଲଢ଼େଇ । ଦିଲ୍ଲୀପ ତିର୍କୀ ବନାମ ଜୁଏଲ ଓରାମ୍ । ସୁନ୍ଦରଗଡରୁ କିଏ ଯିବେ ସଂସଦ?

କନକ ବ୍ୟୁରୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଜୁଏଲ ଓରାମ ଓ ଦିଲ୍ଲୀପ ତିର୍କୀ ପୁଣି ଥରେ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ଜୁଏଲଙ୍କ ଉପରେ ପୁଣି ଥରେ ବିଜେପିର ଶୀର୍ଷ ନେତୃତ୍ୱ ଭରସା କରିବା ପରେ, ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଉ ଶେଷ ନିର୍ବାଚନ କହି ଭୋଟ ମାଗିଛନ୍ତି…
Read More...

କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବ ବିଜେପି? ଲୋକଙ୍କ ପାଖକୁ ଯିବାକୁ ଚାର୍ଜସିଟ ପ୍ରସ୍ତୁତ

କନକ ବ୍ୟୁରୋ: ମେଣ୍ଟ ଭାଗବଣ୍ଟା ଫେଲ୍ ମାରିବା ପରେ ଏବେ ବିଜେଡି ବିରୋଧରେ ରଣହୁଙ୍କାର ଦେଇଛି ବିଜେପି । ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ରଣନୀତି ଚୂଡାନ୍ତ ହୋଇଛି । ଏଥିପାଇଁ ଚାର୍ଜସିଟ ଚୂଡାନ୍ତ ହୋଇଛି । କ୍ଷେତ୍ରୀୟ…
Read More...

କିଏ ଜିତିବ ଆସ୍କା? ବିଜେପିରୁ ଅନିତା ଶୁଭଦର୍ଶିନୀ ବନାମ ବିଜେଡିରୁ ରଞ୍ଜିତା ସାହୁ ।

କନକ ବ୍ୟୁରୋ: ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି । ଉଭୟ ପ୍ରାର୍ଥୀ ପୋଖତ ରାଜନୈତିକ ପରିବାରରୁ ଆସିଥିବାରୁ ଓ ଶିକ୍ଷିତ ମହିଳା ହୋଇଥିବାରୁ ଏଥର କିଏ ବିଜୟୀ ହେବେ, ଆସ୍କାବାସୀ କାହାକୁ ଭରଷା କରିବେ ତାକୁ…
Read More...

ବିଜେଡି ଶିବିରରେ ସାମିଲ ହେଲେ ହେଭିୱେଟ୍ ନେତା । ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ…

କନକ ବ୍ୟୁରୋ: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର…
Read More...

ଫଗୁ ଅବିରରେ ଭିଜିଲେ ଦିଅଁ । କାକଟପୁର ପାଟପୁରରେ ନିଆରା ଢଙ୍ଗରେ ଦୋଳ ମେଳଣ, ବିରାଟ ପଟୁଆରରେ ଆସୁଛି ବିମାନ

କନକ ବ୍ୟୁରୋ : ଦୋଳ, ହୋଲି ପରେ ପରେ ଚାଲିଛି ମେଳଣ । ଏହି ଅବସରରେ ଲାଗିଛି ୧ ଟ୍ରକ କଦଳୀ ଭୋଗ । କଟକ ଜିଲ୍ଲା ନିଆଳି ଦେବୀ କନ୍ଦଳ ଦ୍ୱୀପାଅଂଚଳ କସର୍ଦାର ପ୍ରସିଦ୍ଧ ଦିପୋଟି ମେଳନ ପାଳିତ ହୋଇଛି । ଚଳିତ ବର୍ଷ ଦିପୋଟି ମେଳନ ୧୨୮ ବର୍ଷରେ ପର୍ଦାପଣ କରିଥିବା ବେଳେ ୬୪ଟି ବିମାନ ସାମିଲ…
Read More...